Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରୋହିତ ଶର୍ମାଙ୍କ ବିଷୟରେ ଏମିତି କ’ଣ କହିଲେ ଅଶ୍ଵିନୀ?, ଯାହା ଆପଣ ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ଜାତୀୟ ଖବର

ରୋହିତ ଶର୍ମାଙ୍କ ବିଷୟରେ ଏମିତି କ’ଣ କହିଲେ ଅଶ୍ଵିନୀ?, ଯାହା ଆପଣ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

February 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଯେତେବେଳେ କିମ୍ବଦନ୍ତୀ ଖେଳାଳି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ପରି ବ୍ୟକ୍ତିଙ୍କ ମୁଖରୁ ପ୍ରଶଂସା ଆସେ, ସେତେବେଳେ ଏହାର ଅର୍ଥ ବହୁତ ବଡ। ଭେଟେରାନ ଅଫ୍ ସ୍ପିନର ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, ସେ ODI ଦଳର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି। ଅଶ୍ଵିନୀ କହିଛନ୍ତି ଯେ, ତାଙ୍କ ସମୟରେ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ରୋହିତ ସବୁଠାରୁ “ନିଃସ୍ୱାର୍ଥପର ଖେଳାଳୀ”। ଗତ ବର୍ଷ ରୋହିତଙ୍କ ଅଧିନାୟକତ୍ୱରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିଲା।

ଅଶ୍ୱିନ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, “ରୋହିତଙ୍କ ଯେଉଁ ବିଷୟ ମୋତେ ଅଧିକ ପସନ୍ଦ ଲାଗେ, ତାହା ହେଉଛି ସେ ଆଦୌ ସ୍ୱାର୍ଥପର ନୁହଁନ୍ତି। ସେ ଜଣେ ନିଃସ୍ୱାର୍ଥପର କ୍ରିକେଟରଙ୍କ ମଧ୍ୟରୁ ଜଣେ। ଯଦି ସେ ସ୍ୱାର୍ଥପର ହୋଇଥାନ୍ତେ, ସେ ODI ରେ ସେପରି ବ୍ୟାଟିଂ କରିନଥାନ୍ତେ। ପାୱାର ପ୍ଲେରେ ସେ ଏତେ ଆକ୍ରମଣାତ୍ମକ ବ୍ୟାଟିଂ କରିନଥାନ୍ତେ। ସେ କହିଛନ୍ତି ଯେ, “ରୋହିତଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ଏଥି ସହିତ ମୁଁ ରୋହିତଙ୍କ ପାଇଁ ବହୁତ ଖୁସି ଅଟେ। ମୁଁ ଦ୍ୱିଗୁଣିତ ଖୁସି ଯେ, ସେ ଏହା ଦେଖାଉଛନ୍ତି ଯେ ଏହା ଆଗକୁ ବଢିବାର ବାଟ।”

cricket odi rohitsharma
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ

November 19, 2025

Hindalco CSR: ଲୋକଙ୍କ ଜୀବିକାକୁ ସୁଦୃଢ କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’

November 19, 2025

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର, ରାଜ୍ୟପାଳଙ୍କୁ ପ୍ରଦାନ କଲେ ବିଧାୟକଙ୍କ ସମର୍ଥନ ପତ୍ର

November 19, 2025

ରାଜ୍ୟର ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର

November 19, 2025
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ

November 19, 2025

Hindalco CSR: ଲୋକଙ୍କ ଜୀବିକାକୁ ସୁଦୃଢ କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’

November 19, 2025

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର, ରାଜ୍ୟପାଳଙ୍କୁ ପ୍ରଦାନ କଲେ ବିଧାୟକଙ୍କ ସମର୍ଥନ ପତ୍ର

November 19, 2025

ରାଜ୍ୟର ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର

November 19, 2025

ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କର: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.