Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»18 ବର୍ଷ ପରେ ପୁଣି ମୁହାଁମୁହିଁ ହେଲେ କୋଲକାତା-ବେଙ୍ଗାଲୁରୁ, ଜାଣନ୍ତୁ ଉଭୟ ଦଳର ଶକ୍ତିଶାଳୀ ଖେଳାଳି ଏକାଦଶ
ଜାତୀୟ ଖବର

18 ବର୍ଷ ପରେ ପୁଣି ମୁହାଁମୁହିଁ ହେଲେ କୋଲକାତା-ବେଙ୍ଗାଲୁରୁ, ଜାଣନ୍ତୁ ଉଭୟ ଦଳର ଶକ୍ତିଶାଳୀ ଖେଳାଳି ଏକାଦଶ

March 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇପିଏଲ୍ 2025 ର ପ୍ରଥମ ମ୍ୟାଚ୍ ରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ରଜତ ପାଟିଦାର କହିଛନ୍ତି ଯେ, ତାଙ୍କ ଦଳ 4 ଟି ଦ୍ରୁତ ବୋଲର ଏବଂ 2 ଜଣ ସ୍ପିନ୍ ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇଛି। ତାଙ୍କ ଦଳର ମିଶ୍ରଣ ବିଷୟରେ ବର୍ଣ୍ଣନା କରୁଥିବାବେଳେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି ଯେ, ସେ 4 ଟି ଦ୍ରୁତ ବୋଲର ଏବଂ 2 ଜଣ ସ୍ପିନରଙ୍କ ସହ ଖେଳିବେ। ଉଲ୍ଲେଖ ଯୋଗ୍ୟ ଯେ, ଆଇପିଏଲର ଓପନିଂ ମ୍ୟାଚରେ କେକେଆର୍ ଏବଂ ଆରସିବି ମଧ୍ୟରେ 18 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ।

ଆରସିବି ଖେଳାଳି ଏକାଦଶ: ବିରାଟ କୋହଲି, ଫିଲିପ ସଲ୍ଟ (ୱିକେଟ୍ କିପର), ରଜତ ପାଟିଦାର (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା, ଟିମ୍ ଡେଭିଡ, କ୍ରୁନାଲ ପାଣ୍ଡ୍ୟା, ରସିଖ ଦାର ସଲାମ, ସୁୟଶ ଶର୍ମା, ଜୋଶ ହେଜଲେଉଡ, ୟଶ ଦୟାଲ।

କେକେଆରର ଖେଳାଳି ଏକାଦଶ: କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ ରକ୍ଷକ), ଭେଙ୍କଟେଶ ଆୟର୍, ଅଜିଙ୍କ୍ୟ ରାହାନେ (ଅଧିନାୟକ), ରିଙ୍କୁ ସିଂ, ଅଙ୍ଗକ୍ରିଶ ରଘୁବଂଶୀ, ସୁନୀଲ ନରେନ, ଆଣ୍ଡ୍ରେ ରସେଲ, ରମନଦୀପ ସିଂ, ସ୍ପେନ୍ସର ଜନସନ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ।

INDIAN PREMIER LEAGUE ipl IPL 2025 KKR Vs RCB Kolkata Knight Riders' Royal Challengers Bengaluru
Share. Facebook Twitter LinkedIn Email WhatsApp Copy Link

Related Posts

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026
Latest News

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.