Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାଇବର ଅପରାଧୀଙ୍କ ଟାର୍ଗେଟରେ କର୍ଣ୍ଣେଲ ସୋଫିଆ କୁରେଶୀ, ବଦନାମ କରିବା ଷଢଯନ୍ତ୍ରର ପର୍ଦ୍ଦାଫାର୍ସ
ଜାତୀୟ ଖବର

ସାଇବର ଅପରାଧୀଙ୍କ ଟାର୍ଗେଟରେ କର୍ଣ୍ଣେଲ ସୋଫିଆ କୁରେଶୀ, ବଦନାମ କରିବା ଷଢଯନ୍ତ୍ରର ପର୍ଦ୍ଦାଫାର୍ସ

May 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
sofia

The Samikhsya Desk: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ସାଇବର ଅପରାଧୀମାନେ ବେଶ ସକ୍ରିୟ ହୋଇପଡିଛନ୍ତି। ଭାରତରେ ସମସ୍ୟା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସାଇବର ଆକ୍ରମଣର ସଦ୍ୟତମ ଉଦାହରଣ ଧରାପଡିଛି। ସାମାଜିକ ଗଣମାଧ୍ୟମ  X ରେ ଏକ ପୋଷ୍ଟ ଦାବି କରିଛି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସମର୍ଥକମାନେ କର୍ଣ୍ଣାଟକର ବେଲାଗାଭିରେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ପାରିବାରିକ ଘରେ ଭଙ୍ଗାରୁଜା କରିଛନ୍ତି। ଯାହା ସଂପୂର୍ଣ୍ଣ ମିଛ ଥିଲା।

ପୋଲିସର ଚେତାବନୀ ପରେ, ପୋଷ୍ଟଟି ଡିଲିଟ୍ କରିଦିଆଯାଇଛି। ପୋଷ୍ଟ କରିଥିବା X ପ୍ରୋଫାଇଲର ନାମ ହେଉଛି “ଅନିସ ଉଦ୍ଦିନ” ଏବଂ ସ୍ଥାନ କାନାଡା ବୋଲି ଉଲ୍ଲେଖ କରାଯାଇଛି। ପ୍ରୋଫାଇଲଟି 405 ହ୍ୟାଣ୍ଡେଲ ଏବଂ 31 ଫଲୋଅର ଅଛନ୍ତି। ଅଧିକାଂଶ ପୋଷ୍ଟ ପାକିସ୍ତାନକୁ ସମର୍ଥନ କରି ପୋଷ୍ଟିଂ କରାଯାଇଛି। କଭର ଇମେଜରେ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର-ଜେନେରାଲ ମହମ୍ମଦ ଅଲି ଜିନ୍ନା, ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ଅନ୍ୟାନ୍ୟ ଉଚ୍ଚ ପାକିସ୍ତାନୀ ପ୍ରତିରକ୍ଷା ଅଧିକାରୀଙ୍କ ଫଟୋ ରହିଛି।

ଏହି ପୋଷ୍ଟରେ କୁହାଯାଇଥିଲା ଯେ, କର୍ଣ୍ଣାଟକର ବେଲାଗାଭିରେ ସୋଫିଆଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜିନିଷପତ୍ର ଫିଙ୍ଗାଯାଇଥିବା ଏକ ଭଙ୍ଗା କୋଠରୀର ଫଟୋ ଯୋଡାଯାଇଛି। ପୋଲିସ ପୋଷ୍ଟଟି ଦେଖିବା ମାତ୍ରେ, ଏକ ଦଳ ବେଲାଗାଭିର ଗୋକାକରେ କର୍ଣ୍ଣେଲ କୁରେଶୀଙ୍କ ପରିବାର ଘର ନିକଟକୁ ଯାଇଥିଲେ। ହେଲେ ସେଠାରେ ସବୁକିଛି ସ୍ୱାଭାବିକ ଥିବା ଜଣାପଡ଼ିଥିଲା।

OPERATION SINDOOR ଅପରେସନ ସିନ୍ଦୁର
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.