Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେଲା ମହାପ୍ରଭୃଙ୍କ ବାହୁଡା ଯାତ୍ରା, ରଥରେ ବିଜେ କଲେ ପ୍ରଭୃ ବଳଭଦ୍ର ଓ ମା ସୁଭଦ୍ରା, ଆସୁଛନ୍ତି କାଳିଆ
ଜାତୀୟ ଖବର

ଆରମ୍ଭ ହେଲା ମହାପ୍ରଭୃଙ୍କ ବାହୁଡା ଯାତ୍ରା, ରଥରେ ବିଜେ କଲେ ପ୍ରଭୃ ବଳଭଦ୍ର ଓ ମା ସୁଭଦ୍ରା, ଆସୁଛନ୍ତି କାଳିଆ

July 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
RathYatra
ଆରମ୍ଭ ହେଲା ମହାପ୍ରଭୃଙ୍କ ବାହୁଡା ଯାତ୍ରା, ରଥରେ ବିଜେ କଲେ ପ୍ରଭୃ ବଳଭଦ୍ର ଓ ମା ସୁଭଦ୍ରା, ଆସୁଛନ୍ତି କାଳିଆ

ପୁରୀ: ଆଜି ମହାପ୍ରଭୃ ତାଙ୍କର ରତ୍ନବେଦୀକୁ ବାହୁଡିବେ। ଜନ୍ମବେଦୀରୁ ଯିବେ ରତ୍ନବେଦୀ। ସେଥିପାଇଁ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବାହୁଡା ଯାତ୍ରା ପ୍ରସ୍ତୁତି। ସକାଳୁ ସମସ୍ତ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୃଙ୍କ ବାହୁଡିବା କାର୍ଯ୍ୟ। ପ୍ରଥମେ ବଡ ଭାଇ ବଳଭଦ୍ର ଏବଂ ଏହାପରେ ମା ସୁଭଦ୍ରା ପହଣ୍ଡି ବିଜେ କରି ରଥାଋଢ ହୋଇସାରିଛନ୍ତି। ଏହାପରେ ପ୍ରଭୃ ଜଗନ୍ନାଥ ଟାହିଆ ହଲାଇ ହଲାଇ ରଥ ଆଡକୁ ଅଗ୍ରସର ହେଉଛନ୍ତି।

ତିନିଠାକୁର ରଥ ବିଜେ ହେବା ପରେ ଆରମ୍ଭ ହେବ ଛେରା ପହଁରା ନୀତି। ଏହାପରେ ଚାରମାଳ କଢାଯାଇ ରଥଟଣା କାର୍ଯ୍ୟ କରାଯିବ। ଏହାପରେ ରଥ ଉପରେ ସିହଂଦ୍ବାର ନିକଟରେ ମହାପ୍ରଭୃ ଭକ୍ତଗଣଙ୍କୁ ଦର୍ଶନ ଦେବେ। ଆସନ୍ତାକାଲି ତିନିଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ।

Bahuda Yatra rathyatra ପହଣ୍ଡି ବିଜେ ବାହୁଡା ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.