Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରୁ ୧ କୋଟି ୩୬ ଲକ୍ଷ ରୁ ଅଧିକ ମୋବାଇଲ ସଂଯୋଗ କାଟି ଦିଆଯାଇଛି, ରହିଛି ବଡ କାରଣ
ଜାତୀୟ ଖବର

ଦେଶରୁ ୧ କୋଟି ୩୬ ଲକ୍ଷ ରୁ ଅଧିକ ମୋବାଇଲ ସଂଯୋଗ କାଟି ଦିଆଯାଇଛି, ରହିଛି ବଡ କାରଣ

July 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦେଶରୁ ୧ କୋଟି ୩୬ ଲକ୍ଷ
ଦେଶରୁ ୧ କୋଟି ୩୬ ଲକ୍ଷ ରୁ ଅଧିକ ମୋବାଇଲ ସଂଯୋଗ କାଟି ଦିଆଯାଇଛି, ରହିଛି ବଡ କାରଣ

ନୂଆଦିଲ୍ଲୀ: ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ସଞ୍ଚାର ସାଥୀ ପଦକ୍ଷେପ ସହାୟତାରେ ୧ କୋଟି ୩୬ ଲକ୍ଷରୁ ଅଧିକ ନକଲି ମୋବାଇଲ ସଂଯୋଗ କାଟି ଦିଆଯାଇଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିନ୍ଧିଆ ସୂଚନା ଦେଇଛନ୍ତି ଯେ ଏହି ପୋର୍ଟାଲରେ ୩୫ ଲକ୍ଷରୁ ଅଧିକ ଲୋକ ମୋବାଇଲ ଚୋରି ଅଭିଯୋଗ ଦାଖଲ କରିଛନ୍ତି।

ସେ କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ୨୧ ଲକ୍ଷରୁ ଅଧିକ ଚୋରି ମୋବାଇଲ୍ ଟ୍ରାକ୍ କରାଯାଇଛି ଏବଂ ପାଞ୍ଚ ଲକ୍ଷରୁ ଅଧିକ ମୋବାଇଲ୍ ଫୋନ୍ ମାଲିକଙ୍କୁ ଫେରସ୍ତ କରାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସାଇବର-ଅପରାଧ ଏବଂ ଆର୍ଥିକ ଠକେଇ ରୋକିବା ପାଇଁ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହିତ ଟେଲିକମ୍ ସମ୍ବଳର ଅପବ୍ୟବହାର ସମ୍ପର୍କିତ ସୂଚନା ବାଣ୍ଟିବା ପାଇଁ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଆରମ୍ଭ କରାଯାଇଛି।

ସେ କହିଛନ୍ତି ଯେ, ବର୍ତ୍ତମାନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ, ସୁରକ୍ଷା ଏଜେନ୍ସି ଏବଂ ଟେଲିକମ୍ ସେବା ପ୍ରଦାନକାରୀ ସମେତ ୬୨୦ ସଂଗଠନ ଏହି ପ୍ଲାଟଫର୍ମ ସହିତ ସଂଯୁକ୍ତ।

fake call ଜ୍ୟୋତିରାଦିତ୍ୟ ସିନ୍ଧିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025

ନକ୍ସଲ ବିରୋଧୀ ଅଭିଯାନ: ସିଆରପିଏଫ କୋବ୍ରା ବାଟାଲିୟନ ଓ ଝାଡ଼ଖଣ୍ଡ ପୋଲିସକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

September 16, 2025

‘ଜାତୀୟ କୃଷି ସମ୍ମିଳନୀ-ରବି ଅଭିଯାନ ୨୦୨୫’ ଉଦଘାଟିତ

September 16, 2025
Latest News

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.