ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓନାମ୍ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓନାମ ପର୍ବକୁ ନେଇ ସେ କହିଛନ୍ତି ଯେ, “ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଏହି ଅବସର ଆମ ସମାଜରେ ସମନ୍ୱୟର ଭାବନାକୁ ମଜବୁତ କରୁ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ନିବିଡ଼ କରୁ”।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି; “ସମସ୍ତଙ୍କୁ ଓନାମ୍ ପାଇଁ ବହୁତ ଶୁଭକାମନା! ଏହି ସୁନ୍ଦର ପର୍ବ ସମସ୍ତଙ୍କ ପାଇଁ ନୂତନ ଆନନ୍ଦ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରଚୁର ସମୃଦ୍ଧି ଆଣିଦେଉ। ଓନାମ୍ କେରଳର କାଳଜୟୀ ଐତିହ୍ୟ ଏବଂ ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରେ। ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଏହି ଅବସର ଆମ ସମାଜରେ ସମନ୍ୱୟର ଭାବନାକୁ ମଜବୁତ କରୁ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ନିବିଡ଼ କରୁ।”
Wishing everyone a very happy Onam! May this beautiful festival bring renewed joy, good health and abundant prosperity to all. Onam reflects the timeless heritage and rich traditions of Kerala. This festival is a symbol of unity, hope and cultural pride. May this occasion…
— Narendra Modi (@narendramodi) September 5, 2025
Read In English- The Prime Minister, Shri Narendra Modi has conveyed his greetings to everyone on the occasion of Onam. “This festival is a symbol of unity, hope and cultural pride. May this occasion strengthen the spirit of harmony in our society and deepen our connection with nature”, Shri Modi stated. (CLICK HERE)