Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କତାରର ଅମୀର ଶେଖ୍ ତମିନ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଜାତୀୟ ଖବର

କତାରର ଅମୀର ଶେଖ୍ ତମିନ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

September 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦୀ
ସମସ୍ତ କ୍ଷେତ୍ରରେ ଭାରତ-କତାର ସମ୍ପର୍କ ସୁଦୃଢ କରିବାକୁ ଦୁଇ ନେତାଙ୍କ ପ୍ରତିବଦ୍ଧତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କତାରର ଆମୀର ମହାମହିମ ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍-ଥାନିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଦୋହାରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଥିଲେ ଏବଂ କତାରର ସାର୍ବଭୌମତ୍ୱର ଉଲ୍ଲଂଘନକୁ ନିନ୍ଦା କରିଥିଲେ। ଗାଜାରେ ଯୁଦ୍ଧବିରତି ଲାଗୁ କରିବା ଏବଂ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ମଧ୍ୟସ୍ଥତା ପ୍ରୟାସ ସମେତ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବାରେ କତାରର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରସଙ୍ଗର ସମାଧାନ ତଥା ଉତ୍ତେଜନା ବୃଦ୍ଧି ଏଡ଼ାଇବାର ଆବଶ୍ୟକତାକୁ ଦୋହରାଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ତଥା ଆତଙ୍କବାଦର ସମସ୍ତ ରୂପ ଏବଂ ଅଭିବ୍ୟକ୍ତି ବିରୁଦ୍ଧରେ ଦୃଢ ଭାବରେ ଛିଡା ହୋଇଛି। କତାରର ଜନସାଧାରଣ ଏବଂ ଦେଶ ସହିତ ଏକତା ପ୍ରକାଶ କରିଥିବାରୁ ଶେଖ ତମିମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉଭୟ ନେତା ଭାରତ-କତାର ରଣନୈତିକ ଭାଗିଦାରୀର ନିରନ୍ତର ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥର ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆଗକୁ ବଢାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଘନିଷ୍ଠ ସମ୍ପର୍କରେ ରହିବାକୁ ଉଭୟ ନେତା ରାଜି ହୋଇଥିଲେ।

Read More:- Real Estate Investment: 8 Major Challenges and How to Safeguard Your Returns

କତାର ପ୍ରଧାନମନ୍ତ୍ରୀ ମୋଦୀ ଶେଖ୍ ତମିନ୍ ବିନ୍ ହମଦ୍ ଅଲ୍ ଥାନି
Share. Facebook Twitter LinkedIn Email WhatsApp Copy Link

Related Posts

୧୫ ବର୍ଷ ପରେ ଅଣ-ବାଣିଜ୍ୟିକ ଯାନବାହନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

September 11, 2025

ସାନନ୍ଦରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

September 11, 2025

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ

September 11, 2025

ମାଲକାନଗିରି ଗସ୍ତରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି

September 11, 2025
Latest News

୧୫ ବର୍ଷ ପରେ ଅଣ-ବାଣିଜ୍ୟିକ ଯାନବାହନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

September 11, 2025

ସାନନ୍ଦରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

September 11, 2025

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ

September 11, 2025

ମାଲକାନଗିରି ଗସ୍ତରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି

September 11, 2025

‘ଜାତୀୟ ଶିକ୍ଷାନୀତି ୨୦୨୦’ କାର୍ଯ୍ୟକାରିତା ନେଇ କର୍ମଶାଳା

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.