Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’
ଜାତୀୟ ଖବର

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀ
ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର 'ଅଜେୟ'

ଭୁବନେଶ୍ଵର: ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ ସେପ୍ଟେମ୍ବରରେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଥିବା ହିନ୍ଦୀ ଚଳଚ୍ଚିତ୍ର ଅଜେୟ (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ) ର ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଏମ୍ପାୟାର୍ସ ହୋଟେଲରେ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଲିଉଡ଼ ର ଆଗଧାଡିର ଅଭିନେତା ବବି ମିଶ୍ର, ପଦୋଦକ ସାମଲ ଏବଂ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ।

ଯୋଗୀଙ୍କ ଜୀବନ କାହାଣୀକୁ ନେଇ ଶାନ୍ତନୁ ଗୁପ୍ତା ରଚନା କରିଥିବା “ଦ ମୋଙ୍କ ହୁ ବିକେମ୍ ଚିଫ୍ ମିନିଷ୍ଟର” ପୁସ୍ତକରୁ ଆଧାରିତ “ଅଜେୟ” (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ) ନାମରେ ନିର୍ମାଣ ହୋଇଛି ସିନେମା।

ଜଣେ ସାଧାରଣ ପିଲାର ଶୈଶବ କିପରି କଟିଥିଲା? ପରବର୍ତ୍ତୀ ମୁହୂର୍ତ୍ତରେ ତା’ର ସଂଘର୍ଷମୟ ଜୀବନ କିପରି ଥିଲା ଏବଂ ଶେଷରେ ସେ କିପରି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରିଲେ, ତାହାରି ଉପରେ ଆଧାରିତ ଚଳଚ୍ଚିତ୍ର ଅଜେୟ (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ)। ଯୋଗୀ ଆମ ଭାରତ ବର୍ଷରେ ଜନ୍ମ ନେଇଥିବା ଜଣେ ସାଧୁ। ଜଣେ ସାଧୁ ଙ୍କ ଜୀବନ କାହାଣୀରେ ଅନେକ ଶିକ୍ଷା ମିଳିଥାଏ। ଯାହାକୁ ଆଜିର ପିଢ଼ି ଦେଖିବା ଆବଶ୍ୟକ ଏବଂ କାହାଣୀ ନିଶ୍ଚିତ ଭାବେ ଆଜିକା ଯୁବପିଢ଼ିକୁ ପ୍ରଭାବିତ କରିବ।

ତେବେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରୁଥିବା ସିନେମାକୁ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତା ବବି ମିଶ୍ର ପ୍ରଚାର ଓ ପ୍ରସାର କରିବାର ଧାରା ଆରମ୍ଭ କରିଛନ୍ତି। ଆମ ଇଣ୍ଡଷ୍ଟ୍ରି ସହିତ ପଡୋଶୀ ରାଜ୍ୟର ଚଳଚ୍ଚିତ୍ରର ସମନ୍ୱୟ ରହିବା ଦ୍ୱାରା ଭାଇଚାରା ସୃଷ୍ଟି ହୋଇପାରିବ ଏବଂ ସଂସ୍କୃତି ବିନିମୟ ହୋଇପାରିବ।

'ଅଜେୟ' ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ ହିନ୍ଦୀ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026
Latest News

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026

ଆଜି ମାର୍ଚ୍ଚ ୮ ତାରିଖ ରବିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.