Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ସମ୍ପର୍କିତ AI ଭିଡିଓ ମାମଲା: ପାଟନା ହାଇକୋର୍ଟ ଦେଲେ କଡା ନିର୍ଦ୍ଦେଶ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ସମ୍ପର୍କିତ AI ଭିଡିଓ ମାମଲା: ପାଟନା ହାଇକୋର୍ଟ ଦେଲେ କଡା ନିର୍ଦ୍ଦେଶ

September 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ସମ୍ପର୍କିତ AI ଭିଡିଓ ମାମଲା
ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ସମ୍ପର୍କିତ AI ଭିଡିଓ ମାମଲା: ପାଟନା ହାଇକୋର୍ଟ ଦେଲେ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କୁ ନେଇ ଏକ AI ଭିଡିଓ ସମ୍ପର୍କରେ ପାଟନା ହାଇକୋର୍ଟ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ହାଇକୋର୍ଟ ସୋସିଆଲ ମିଡିଆରୁ ଭିଡିଓଟିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିହାର କଂଗ୍ରେସ କିଛି ଦିନ ପୂର୍ବରୁ ଏକ ଅଜ୍ଞାତ ହ୍ୟାଣ୍ଡେଲରୁ ଏହି  ଭିଡିଓଟି ପୋଷ୍ଟ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ, ଭିଡିଓଟି X ରୁ ହଟାଇ ଦିଆଯାଇଛି।

କୋର୍ଟଙ୍କ ନିର୍ଦ୍ଦେଶ ପରେ JDU ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ\, “କଂଗ୍ରେସ ଦଳ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓଟି ଏକ ସାମାଜିକ ଏବଂ ନୈତିକ ଅପରାଧ ଥିଲା। ଆଜି ମାନ୍ୟବର ହାଇକୋର୍ଟ ଏହାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାର ଅର୍ଥ ଏହା ଏକ ଆଇନଗତ ଅପରାଧ ମଧ୍ୟ ଥିଲା। ରାଜନୀତିକୁ ଏତେ ନିମ୍ନ ସ୍ତରକୁ ନେଇଯିବା, ଏକ ସମୟରେ ସମ୍ବିଧାନ ବିପଦରେ ଥିବା ଦାବି କରିବା ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ମାଆଙ୍କୁ ଅପମାନ କରିବା ଦର୍ଶାଉଛି ଯେ, ରାଜନୈତିକ ଈର୍ଷାରୁ ଆଇନକୁ ଉଲ୍ଲଂଘନ କରିବା କଂଗ୍ରେସ ସଂସ୍କୃତି।”

AI ଭିଡିଓରେ କ’ଣ ଥିଲା?:

ଏହା ଉଲ୍ଲେଖନୀୟ ଯେ, ସେପ୍ଟେମ୍ବର ୧୦ ତାରିଖ ୨୦୨୫ ରେ ବିହାର କଂଗ୍ରେସର X ହ୍ୟାଣ୍ଡେଲରୁ ଏକ AI ଭିଡିଓ ସେୟାର କରାଯାଇଥିଲା। ପୋଷ୍ଟରେ ଲେଖାଥିଲା ଯେ, “ସାରଙ୍କ ସ୍ୱପ୍ନରେ ଆସିଥିଲେ ମାଆ, ଆକର୍ଷଣୀୟ ଆଲୋଚନା ଦେଖନ୍ତୁ।” ଭିଡିଓଟି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ବିଷୟରେ ତିଆରି କରାଯାଇଥିଲା। ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ପ୍ରଧାନମନ୍ତ୍ରୀଙ୍କ ସହିତ ବିହାରର ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ଏହି ଭିଡିଓ ରାଜନୈତିକ ମହଲରେ ଏକ ବଡ଼ ହଇଚଇ ସୃଷ୍ଟି କରିଥିଲା।

AI Video Bihar News Breaking News Patna HighCourt pm modi
Share. Facebook Twitter LinkedIn Email WhatsApp Copy Link

Related Posts

‘ରୋହିତ, ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଗଲା’: ଗମ୍ଭୀର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 8, 2025

RBI ର ବଡ଼ ନିଷ୍ପତ୍ତି: ବନ୍ଦ ହେବ ଏହି ବ୍ୟାଙ୍କ

October 8, 2025

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!

October 8, 2025

ବସ୍ ଉପରେ ମାଟି ଅତଡ଼ା ଖସି ୧୮ ଯାତ୍ରୀଙ୍କ ମୃତ୍ୟୁ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

October 8, 2025
Latest News

ଆଇନ ମନ୍ତ୍ରୀଙ୍କ ଉପରେ ସବୁ ଆର୍ଶିବାଦ ଢାଳି ଦେଲେ ପୁରୀର କାର୍ତ୍ତିକ ହବିଷ୍ୟାଳି

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.