Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ଜାତୀୟ ଖବର

ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

October 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦୀ
ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଦୀର୍ଘଦିନର ଇଚ୍ଛାକୁ ପୂରଣ କରିବାକୁ ଦୁଇ ଦଶନ୍ଧି ତଳେ ହୋଇଥିବା ଅତ୍ୟନ୍ତ ସନ୍ତୋଷଜନକ ଜାତୀୟ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋକପାତ କରିଛନ୍ତି ।

୧୯୩୦ ମସିହାରେ ଶ୍ୟାମଜୀ କୃଷ୍ଣବର୍ମା ପରଲୋକ ଗମନ କରିଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା ଦିନେ ତାଙ୍କ ଚିତାଭସ୍ମ ସ୍ୱାଧୀନ ଭାରତକୁ ଫେରିବ । ୨୦୦୩ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ଦଶନ୍ଧି ଧରି ତାଙ୍କର ଏହି ଇଚ୍ଛା ଅପୂର୍ଣ୍ଣ ରହିଥିଲା, ଯେତେବେଳେ କି ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଜରଲାଣ୍ଡର ଜେନେଭାରୁ ତାଙ୍କର ଚିତାଭସ୍ମ ଆଣିବା ଦିଗରେ ଐତିହାସିକ ପଦକ୍ଷେପ ନେଇଥିଲେ ।

ସେ ଉଲ୍ଲେଖ କରିଛନ୍ତି, ଏହି ପଦକ୍ଷେପ ମା ଭାରତୀଙ୍କ ସାହସୀ ସୁପୁତ୍ରର ସ୍ମୃତିକୁ ସମ୍ମାନ ଦେଇଥିଲା ଏବଂ ନିଜ ସ୍ୱାଧୀନତା ସଂଗ୍ରାମର ଲିଗାସୀକୁ ସଂରକ୍ଷିତ ରଖିବାରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲା ।

ପ୍ରଧାନମନ୍ତ୍ରୀ ଏହି ଆଶା ପ୍ରକାଶ କରିଛନ୍ତି, ଅଧିକରୁ ଅଧିକ ଯୁବା ଭାରତୀୟ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଜୀବନୀ, ନ୍ୟାୟର ନିର୍ଭୀକ ଅନୁସନ୍ଧାନ ଏବଂ ଭାରତର ସ୍ୱାଧୀନତା ଦିଗରେ ଅତୁଟ ସମର୍ପଣ ସମ୍ପର୍କରେ ପଢ଼ନ୍ତୁ ।

ମୋଦୀ ଆର୍କାଇଭ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ହୋଇଥିବା ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦୁଇ ଦଶନ୍ଧି ତଳେ ନିଆଯାଇଥିବା ଏକ ସନ୍ତୋଷଜନକ ପଦକ୍ଷେପ, ଯାହାକି ଶ୍ୟାମଜୀ କୃଷ୍ଣବର୍ମାଙ୍କ ଇଚ୍ଛାକୁ ପୂରଣ କରିବା ସହ ମା ଭାରତୀଙ୍କ ସାହସୀ ସୁପୁତ୍ରର ସ୍ମୃତିକୁ ସମ୍ମାନ ଦେଇଥିଲା, ସେ ସଂକ୍ରାନ୍ତରେ ଏହି ଥ୍ରେଡ ଆଲୋକପାତ କରିଛି ।

narendra modi Prime Minister ଶ୍ୟାମଜୀ କୃଷ୍ଣବର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମବିଭୂଷଣ ପ୍ରତିଭା ରାୟଙ୍କ ପାଖକୁ ଆସିଲା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ: ଜାଣନ୍ତୁ କାରଣ

January 20, 2026

ଭୁବନେଶ୍ଵରରେ ଆୟୁଷ୍ମାନ ଭାରତର ଦୁଇ ଦିନିଆ ଜାତୀୟ ଚିନ୍ତନ ଶିବିର ଆରମ୍ଭ

January 20, 2026

ମିଳିତ ବିବୃତ୍ତି: ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ଭାରତ ଗସ୍ତ

January 20, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳା: ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଲା ତୃତୀୟ ସନ୍ଧ୍ୟା

January 20, 2026
Latest News

ପଦ୍ମବିଭୂଷଣ ପ୍ରତିଭା ରାୟଙ୍କ ପାଖକୁ ଆସିଲା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ: ଜାଣନ୍ତୁ କାରଣ

January 20, 2026

ଭୁବନେଶ୍ଵରରେ ଆୟୁଷ୍ମାନ ଭାରତର ଦୁଇ ଦିନିଆ ଜାତୀୟ ଚିନ୍ତନ ଶିବିର ଆରମ୍ଭ

January 20, 2026

ମିଳିତ ବିବୃତ୍ତି: ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ଭାରତ ଗସ୍ତ

January 20, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳା: ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଲା ତୃତୀୟ ସନ୍ଧ୍ୟା

January 20, 2026

ରାଶିଫଳ: ଆଜି ଜାନୁୟାରୀ ୨୦ ତାରିଖ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

January 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.