Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ୱକପ୍ ସେମିଫାଇନାଲ୍ ପହଞ୍ଚିଲା ଭାରତ: ମନ୍ଧାନା ଏବଂ ପ୍ରତୀକାଙ୍କ ଶତକୀୟ ପାଳି
ଜାତୀୟ ଖବର

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ୱକପ୍ ସେମିଫାଇନାଲ୍ ପହଞ୍ଚିଲା ଭାରତ: ମନ୍ଧାନା ଏବଂ ପ୍ରତୀକାଙ୍କ ଶତକୀୟ ପାଳି

October 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Team India
ଆଜି ମହିଳା ବିଶ୍ଵକପରେ ଭାରତ-ଅଷ୍ଟ୍ରେଲିଆ ଲଢେଇ: ଜାଣନ୍ତୁ ଟିମ୍ ଇଣ୍ଡିଆର ସେମିଫାଇନାଲ୍ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ଦଳ ମହିଳା ଏକଦିବସୀୟ ବିଶ୍ୱକପ୍ 2025 ର ସେମିଫାଇନାଲ୍ ରେ ସ୍ଥାନ ସୁରକ୍ଷିତ କରିଛି। ଆଜି ଡିୱାଇ ପାଟିଲ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଡିଏଲଏସ୍ ଅଧୀନରେ ପ୍ରତିପକ୍ଷକୁ 53 ରନରେ ପରାସ୍ତ କରିଛି। ଓପନର ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାୱଲ ଶତକ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।

ପ୍ରତୀକା 134 ବଲ୍ ରେ 13 ଚୌକା ଏବଂ 2 ଛକା ସହାୟତାରେ 122 ରନ କରିଥିଲେ। ମନ୍ଧାନା 95 ବଲ୍ ରେ 10 ଚୌକା ଏବଂ 4 ଛକା ସହିତ 109 ରନ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ (201 ବଲ୍) 212 ରନର ଭାଗୀଦାରି କରିଥିଲେ, ଯାହା ଦଳକୁ 49 ଓଭରରେ 340 ରନର ବିଶାଳ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲା।

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ 44 ଓଭରରେ 325 ରନ ଟାର୍ଗେଟ ଥିଲା। ଯାହା ସେମାନେ 8 ୱିକେଟ ହରାଇ ନିର୍ଦ୍ଧାରିତ 44 ଓଭରରେ 271 ରନ କରିପାରିଥିଲା। ଯାହାଫଳରେ ନ୍ୟୁଜିଲାଣ୍ଡ ଦଳ 53 (DLS) ରନରେ ଭାରତଠାରୁ ପରାସ୍ତ ହୋଇଥିଲା।

IND VS NZ Womens World Cup 2025
Share. Facebook Twitter LinkedIn Email WhatsApp Copy Link

Related Posts

ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

December 10, 2025

ରୋହିଙ୍ଗ୍ୟାମାନଙ୍କ ଉପରେ ମନ୍ତବ୍ୟ ମାମଲା: ସିଜେଆଇ ଙ୍କୁ ସମର୍ଥନ କଲେ ୪୪ ପୂର୍ବତନ ବିଚାରପତି

December 10, 2025

Utkal Alumina ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଣିଲା ଭିନ୍ନ ଏକ ପରିବର୍ତ୍ତନ

December 10, 2025

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025
Latest News

ବେଲଜିୟମର ସୁପ୍ରିମକୋର୍ଟରେ ମେହୁଲ ଚୋକସିଙ୍କ ଆବେଦନ ଖାରଜ

December 10, 2025

ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

December 10, 2025

ରୋହିଙ୍ଗ୍ୟାମାନଙ୍କ ଉପରେ ମନ୍ତବ୍ୟ ମାମଲା: ସିଜେଆଇ ଙ୍କୁ ସମର୍ଥନ କଲେ ୪୪ ପୂର୍ବତନ ବିଚାରପତି

December 10, 2025

Utkal Alumina ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଣିଲା ଭିନ୍ନ ଏକ ପରିବର୍ତ୍ତନ

December 10, 2025

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.