Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅନ୍ତିମ ଦିନିକିଆରେ ଚମକିଲେ ‘ରୋକୋ’: ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କଲା ଭାରତ
ଜାତୀୟ ଖବର

ଅନ୍ତିମ ଦିନିକିଆରେ ଚମକିଲେ ‘ରୋକୋ’: ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କଲା ଭାରତ

October 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅନ୍ତିମ ଦିନିକିଆରେ ଚମକିଲେ 'ରୋକୋ': ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଆଜି ସିଡ଼ିନି କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚରେ ରୋହିତ-କୋହିଲିଙ୍କ ଚମତ୍କାର ଇନିଂସ ବଳରେ ଭାରତ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି। ରୋହିତ ଶର୍ମା ଶତକୀୟ ପାଳି ଖେଳିଥିବା ବେଳେ ବିରାଟ କୋହିଲି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଉଭୟ ଖେଳାଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ମ୍ୟାଚକୁ ଏକପାଖିଆ କରିଛନ୍ତି।

ରୋହିତ ଶର୍ମା ୧୨୧ ରନ କରି ଟିମ୍ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ସମୟରେ ବିରାଟ କୋହଲି ମଧ୍ୟ ୭୦ ରନ କରି ଅପରାଜିତ ରହିଥିଲେ। ଯଦିଓ ଭାରତ ସିଡନୀରେ ତୃତୀୟ ଦିନିକିଆ ଜିତିଥିଲା, ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତିଛି। ଏହା ମଧ୍ୟ ଶୁଭମନ ଗିଲଙ୍କ ପ୍ରଥମ ଦିନିକିଆ ବିଜୟ।

ଭାରତୀୟ ବୋଲରମାନେ ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନଙ୍କୁ ପୂର୍ଣ୍ଣ ୫୦ ଓଭର ଖେଳିବାକୁ ଦେଇ ନଥିଲେ। ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ କେବଳ ୨୩୬ ରନ କରିପାରିଥିଲା। ଭାରତ ପାଇଁ ହର୍ଷିତ ରାଣା ସର୍ବାଧିକ ଚାରିଟି ୱିକେଟ ନେଇଥିଲେ, ଯାହା ହର୍ଷିତଙ୍କ ଏପର୍ଯ୍ୟନ୍ତ ସର୍ବୋତ୍ତମ ଦିନିକିଆ ପ୍ରଦର୍ଶନ।

ଚମକିଲେ ବିରାଟ ଏବଂ ରୋହିତ ଶର୍ମା

୨୩୭ ରନର ଏକ ଛୋଟ ଟାର୍ଗେଟର ପିଛା କରି ଟିମ୍ ଇଣ୍ଡିଆ ୬୯ ରନରେ ଶୁଭମନ ଗିଲଙ୍କ ୱିକେଟ ହରାଇଲା। ସେ ମାତ୍ର ୨୪ ରନ କରି ଆଉଟ ହୋଇଥିଲେ। ଏହି ସିରିଜରେ ଗିଲଙ୍କ ବ୍ୟାଟ୍ ନୀରବ ରହିଥିଲା, ସେ ତିନୋଟି ଇନିଂସରେ କେବଳ ୪୩ ରନ କରିଥିଲା। କିନ୍ତୁ ବିରାଟ କୋହଲି ଏବଂ ରୋହିତ ଶର୍ମା ମିଶି ଭାରତକୁ ବିଜୟ ଦେବାରେ ସଫଳ ହୋଇଥିଲେ।

IND Vs AUS IND Vs AUS 3rd ODI India Vs Australia Rohit Sharma Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ହେବ କି?: ଦେଖନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ODI ଦଳ 

November 17, 2025

ଦିଲ୍ଲୀ ବିସ୍ଫୋରଣ: ଅଭିଯୁକ୍ତ ଆମିରଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଲେ NIA କୋର୍ଟ

November 17, 2025

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୋଷୀ ସାବ୍ୟସ୍ତ: ମୃତ୍ୟୁଦଣ୍ଡ ଦଣ୍ଡିତ କଲେ କୋର୍ଟ

November 17, 2025

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025
Latest News

ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ହେବ କି?: ଦେଖନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ODI ଦଳ 

November 17, 2025

ଦିଲ୍ଲୀ ବିସ୍ଫୋରଣ: ଅଭିଯୁକ୍ତ ଆମିରଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଲେ NIA କୋର୍ଟ

November 17, 2025

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୋଷୀ ସାବ୍ୟସ୍ତ: ମୃତ୍ୟୁଦଣ୍ଡ ଦଣ୍ଡିତ କଲେ କୋର୍ଟ

November 17, 2025

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ ୨୦୨୫’ ଉଦଯାପିତ

November 17, 2025

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.