Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ
ଜାତୀୟ ଖବର

Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ

November 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Delhi Car Blast Update
Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪

Delhi Car Blast Update:ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତି କାର ବିସ୍ପୋରଣ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, ତାହା ଦୁଇ କିଲୋମିଟର ପର୍ଯ୍ୟନ୍ତ ସବୁକିଛି ଦୋହଲାଇ ଦେଇଥିଲା। ଏହି ବିସ୍ପୋରଣ ପରେ ତଦନ୍ତକାରୀ ସଂସ୍ଥା ଏନଆଇଏ ବିଭିନ୍ନ ଦିଗକୁ ତଦନ୍ତ କରି ଏହାର ସୁରାକ ପାଇସାରିଛି। ଏହି ବିସ୍ଫୋରଣର ଅନ୍ୟତମ ସନ୍ଦିଗ୍ଧ ମୁଜାମିଲ ସକିଲ ସହିତ ଓଡିଶାର ଜଣେ ଜମାତି ସଂପର୍କରେ ଥିଲେ ବୋଲି ଜଣାପଡିଛି।

ସେମାନଙ୍କୁ ତଦନ୍ତକାରୀ ସଂସ୍ଥା ପଚରାଉଚୁରା ଆରମ୍ଭ କରିଛି। ଏଥିରେ ଜଣାପଡିଛି ଯେ, ଏମାନେ ସକିଲ ସହିତ ହ୍ବାଟସପ ଚାଟିଂ କରିଥିଲେ। ହେଲେ ସେମାନେ ପରବର୍ତ୍ତି ସମୟରେ ତାହାକୁ ଡିଲିଟ କରିଦେଇଛନ୍ତି। ଯାହାକୁ ନେଇ ତଦନ୍ତକାରୀ ସଂସ୍ଥାର ସନ୍ଦେହ ବୃଦ୍ଧି ପାଇଛି। ତେବେ ସେମାନେ କିଏ ସେ ନେଇ ଏନଆଇଏ କୌଣସି ସୂଚନା ପ୍ରଦାନ କରି ନାହିଁ। ଏ ସଂପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏଥିରେ ଓଡିଶା, ତାମିଲନାଡୁ, ଜମ୍ମୁକାଶ୍ମୀର ଓ ହରିୟାନର ଜଣେ ଲେଖାଏଁ ଚାରିଜଣଙ୍କୁ ପଚରାଉଚୁରା ଜାରୀ ରହିଛି। ଏହି ଖବର ଜଣାପଡିବା ପରେ ଓଡିଶାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Delhi Car Blast Update ଦିଲ୍ଲୀ କାର ବିସ୍ପୋରଣ ଦିଲ୍ଲୀ ବିସ୍ପୋରଣ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

November 12, 2025

ତିନୋଟି ଔଷଧକୁ ତିନି ବର୍ଷ ପାଇଁ କଳା ତାଲିକାଭୁକ୍ତ କଲା CGMSC 

November 12, 2025

ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂଟାନ ଗସ୍ତ ସମ୍ପର୍କରେ ମିଳିତ ପ୍ରେସ ବିଜ୍ଞପ୍ତି

November 12, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ଦିବସ’ ପାଳିତ

November 12, 2025
Latest News

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

November 12, 2025

Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ

November 12, 2025

ତିନୋଟି ଔଷଧକୁ ତିନି ବର୍ଷ ପାଇଁ କଳା ତାଲିକାଭୁକ୍ତ କଲା CGMSC 

November 12, 2025

ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂଟାନ ଗସ୍ତ ସମ୍ପର୍କରେ ମିଳିତ ପ୍ରେସ ବିଜ୍ଞପ୍ତି

November 12, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ଦିବସ’ ପାଳିତ

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.