Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ ଗିଲ: ପ୍ରଥମ ଟେଷ୍ଟରେ ଖେଳିପାରିବେନି ଅଧିନାୟକ
ଜାତୀୟ ଖବର

ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ ଗିଲ: ପ୍ରଥମ ଟେଷ୍ଟରେ ଖେଳିପାରିବେନି ଅଧିନାୟକ

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶୁଭମନ ଗିଲ
ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ ଗିଲ: ପ୍ରଥମ ଟେଷ୍ଟରେ ଖେଳିପାରିବେନି ଅଧିନାୟକ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ଆଘାତ ସମ୍ପର୍କରେ ବିସିସିଆଇ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ, ସେ ହସ୍ପିଟାଲରେ ଅଛନ୍ତି। ଗିଲ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରୁ ବାଦ ପଡ଼ିଛନ୍ତି, ରିଷଭ ପନ୍ତ ବର୍ତ୍ତମାନ ଦଳର ଅଧିନାୟକ ଅଛନ୍ତି। ଟେଷ୍ଟର ଦ୍ୱିତୀୟ ଦିନରେ ବ୍ୟାଟିଂ କରୁଥିବା ସମୟରେ ଗିଲ ବେକ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ପରେ ସେ ରିଟାୟାର୍ଡ ହର୍ଟ ହୋଇଥିଲେ।

ଶୁଭମନ ଗିଲଙ୍କ ଆଘାତ ସମ୍ପର୍କରେ ବିସିସିଆଇର ବିବୃତ୍ତି

ବିସିସିଆଇ ଏହାର ବିବୃତ୍ତିରେ କହିଛି ଯେ, “କଲିକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଅଧିନାୟକ ଶୁଭମନ ଗିଲ ବେକରେ ଆଘାତ ପାଇଥିଲେ। ଦିନର ଖେଳ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ସେ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ସେ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଛନ୍ତି। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିବ।”

IND Vs SA 1st Test India Vs South Africa indian cricket team Shubman Gill Shubman Gill Injury
Share. Facebook Twitter LinkedIn Email WhatsApp Copy Link

Related Posts

ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

November 16, 2025

ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

November 16, 2025

ଆଜିଠାରୁ ଭାରତରେ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ

November 16, 2025

ଖୁବ ଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ପାନ କାର୍ଡ: ତୁରନ୍ତ କରନ୍ତୁ ଏହି କାମ

November 16, 2025
Latest News

ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

November 16, 2025

ନୂଆପଡା ଫଳାଫଳକୁ ନେଇ ଭକ୍ତ ଦାସଙ୍କ ବଡ ବୟାନ, କହିଲେ ଗୃହ ବିଭୀଷଣଙ୍କୁ ଖୋଜା ହେବ

November 16, 2025

ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

November 16, 2025

ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆସୁନି ଉନ୍ନତି, ଏବେ ବି ଗୁରୁତର

November 16, 2025

ଆଜିଠାରୁ ଭାରତରେ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.