Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା
ଜାତୀୟ ଖବର

ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା
ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: କଲିକତାର ଇଡେନ ଗାର୍ଡେନରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଛି। ଏଥିରେ ଭାରତୀୟ ଦଳର ଲଜ୍ଜାଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି।

ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୧୫୯ ରନରେ ସମସ୍ତ ୱିକେଟ ହରାଇଥିଲେ। ଜବାବରେ ଭାରତୀୟ ଦଳ ମଧ୍ୟ ପ୍ରଥମ ଇନିଂସରେ ୧୮୯ ରନରେ ସମସ୍ତ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଠାରୁ ୩୦ ରନର ଅଗ୍ରଣୀ ହାସଲ କରିଥିଲା।

ତେବେ ଦ୍ଵିତୀୟ ଇନିଂସରେ ସମସ୍ତ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ୧୫୩ ରନ କରିଥିଲା। ଏହିପରି ଭାରତକୁ ୧୨୪ ରନର ବିଜୟ ଲକ୍ଷ୍ୟ ଥିଲା। କିନ୍ତୁ ବ୍ୟାଟରଙ୍କ ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୯୩ ରନରେ ଅଟକିଯାଇଥିଲା। ଯେଉଁଥିରେ ଦକ୍ଷିଣ ଆଫ୍ରିକା ୩୦ ରନରେ ପ୍ରଥମ ଟେଷ୍ଟକୁ ନିଜ ନାମରେ କରି ସିରିଜ ୧-୦ ରେ ଅଗ୍ରଣୀ ହାସଲ କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଦ୍ଵିତୀୟ ଟେଷ୍ଟ ମ୍ୟାଚ ଗୌହାଟିରେ ଖେଳାଯିବ।

IND VS SA IND Vs SA 1st Test India Vs South Africa Live Score indian cricket team Rishabh Pant Shubman Gill South Africa Cricket Team Temba Bavuma
Share. Facebook Twitter LinkedIn Email WhatsApp Copy Link

Related Posts

Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

November 16, 2025

ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

November 16, 2025

ଆଜିଠାରୁ ଭାରତରେ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ

November 16, 2025

ଖୁବ ଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ପାନ କାର୍ଡ: ତୁରନ୍ତ କରନ୍ତୁ ଏହି କାମ

November 16, 2025
Latest News

Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

November 16, 2025

ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

November 16, 2025

ନୂଆପଡା ଫଳାଫଳକୁ ନେଇ ଭକ୍ତ ଦାସଙ୍କ ବଡ ବୟାନ, କହିଲେ ଗୃହ ବିଭୀଷଣଙ୍କୁ ଖୋଜା ହେବ

November 16, 2025

ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

November 16, 2025

ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆସୁନି ଉନ୍ନତି, ଏବେ ବି ଗୁରୁତର

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.