Dharmendra Death Condolences: ପ୍ରଧାନମନ୍ତ୍ରୀ ମୋଦୀ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କୁ ଜଣେ ଆଇକନିକ୍ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଧର୍ମେନ୍ଦ୍ର ଜୀଙ୍କ ବିୟୋଗ ସହିତ, ଭାରତୀୟ ସିନେମାର ଏକ ଯୁଗର ଅନ୍ତ ଘଟିଛି। ସେ କେବଳ ଜଣେ ଷ୍ଟାର ନଥିଲେ, ବରଂ ଜଣେ ଚମତ୍କାର ଅଭିନେତା ଥିଲେ ଯିଏ ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ କରିପାରିଥିଲେ। ସେ ଯେଉଁ ବିବିଧ ଭୂମିକାରେ ଅଭିନୟ କରିଛନ୍ତି ତାହା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁପାରିଛି। ଧର୍ମେନ୍ଦ୍ର ଜୀଙ୍କ ସରଳତା, ନମ୍ରତା ଏବଂ ତାଙ୍କର ଉଷ୍ମ ହସ ସମସ୍ତଙ୍କୁ ଭଲ ଲାଗିଥିଲା। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି।
In a post on X, Shri Modi said:
“The passing of Dharmendra Ji marks the end of an era in Indian cinema. He was an iconic film personality, a phenomenal actor who brought charm and depth to every role he played. The manner in which he played diverse roles struck a chord with countless people. Dharmendra Ji was equally admired for his simplicity, humility and warmth. In this sad hour, my thoughts are with his family, friends and innumerable fans. Om Shanti.”
The passing of Dharmendra Ji marks the end of an era in Indian cinema. He was an iconic film personality, a phenomenal actor who brought charm and depth to every role he played. The manner in which he played diverse roles struck a chord with countless people. Dharmendra Ji was…
— Narendra Modi (@narendramodi) November 24, 2025
Read in English Click Here: Demise of Dharmendra: PM Modi Offers Condolences


