Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ
ଜାତୀୟ ଖବର

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହାନଦୀ ଜଳବିବାଦ ସମାଧାନ
ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେକରି, ସରକାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି।

ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ।

ଏହି କମିଟିରେ ନିମ୍ନଲିଖିତ ମାନ୍ୟବର ବିଧାୟକ/ବିଧାୟିକାମାନେ ସଦସ୍ୟ ଅଛନ୍ତି ।

୧. ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ମନ୍ତ୍ରୀ, ସଦସ୍ୟ

୨. ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ, ସଦସ୍ୟ

୩. ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ମାନ୍ୟବର ମନ୍ତ୍ରୀ, ସଦସ୍ୟ

୪. ଶ୍ରୀ ସରୋଜ କୁମାର ପ୍ରଧାନ, ମାନ୍ୟବର ସରକାରୀ ମୁଖ୍ୟ ସଚେତକ, ସଦସ୍ୟ

୫. ଶ୍ରୀ ନିରଂଜନ ପୂଜାରୀ, ମାନ୍ୟବର ବିଧାୟକ, ସଦସ୍ୟ

୬. ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ବିଧାୟକ, ସଦସ୍ୟ

୭. ଶ୍ରୀମତୀ ସୋଫିଆ ଫିର୍ଦୋସ୍, ମାନ୍ୟବର ବିଧାୟିକା, ସଦସ୍ୟା

Mohanadi Water Dispute ମହାନଦୀ ଜଳବିବାଦ ସମାଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025

ଲିଙ୍କଡିନ୍‌ରେ ଦାବିହୀନ ସମ୍ପତ୍ତି ବିଷୟରେ ଆକର୍ଷଣୀୟ ତଥ୍ୟ ସେୟାର କଲେ ପ୍ରଧାନମନ୍ତ୍ରୀ 

December 10, 2025

ହାଇଦ୍ରାବାଦରେ ଚମକିଲା ଓଡିଶା ପର୍ଯ୍ୟଟନ: ଜିତିଲା “ଭାରତରେ ଶ୍ରେଷ୍ଠ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ” ପୁରସ୍କାର

December 10, 2025

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

December 10, 2025
Latest News

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025

ଲିଙ୍କଡିନ୍‌ରେ ଦାବିହୀନ ସମ୍ପତ୍ତି ବିଷୟରେ ଆକର୍ଷଣୀୟ ତଥ୍ୟ ସେୟାର କଲେ ପ୍ରଧାନମନ୍ତ୍ରୀ 

December 10, 2025

ହାଇଦ୍ରାବାଦରେ ଚମକିଲା ଓଡିଶା ପର୍ଯ୍ୟଟନ: ଜିତିଲା “ଭାରତରେ ଶ୍ରେଷ୍ଠ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ” ପୁରସ୍କାର

December 10, 2025

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.