Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ
ଜାତୀୟ ଖବର

ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

January 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
RahulGandhi
ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସ ସରକାର ଦ୍ୱାରା ୨୦୨୪ ଲୋକସଭା ନିର୍ବାଚନ ପାଇଁ କରାଯାଇଥିବା ଏକ ସର୍ଭେରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ଜନସାଧାରଣଙ୍କ ଦୃଢ଼ ବିଶ୍ୱାସ ପ୍ରକାଶ ପାଇଛି। ସର୍ଭେ ଅନୁଯାୟୀ, ୮୩% ରୁ ଅଧିକ ଲୋକ କହିଛନ୍ତି ଯେ, ସେମାନେ ଇଭିଏମ କୁ ନିର୍ଭରଯୋଗ୍ୟ ବୋଲି ଭାବନ୍ତି। ଏହି ରିପୋର୍ଟ ପରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବିଜେପି କଡା ଆକ୍ରମଣ କରିଛି, ଯିଏ ଦୀର୍ଘ ସମୟ ଧରି ନିର୍ବାଚନ ପ୍ରକ୍ରିୟା ଏବଂ ଇଭିଏମ୍ ର ନିର୍ଭରଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି।

ସର୍ଭେ କ’ଣ ପ୍ରକାଶ କରିଛି

“ଲୋକସଭା ନିର୍ବାଚନ ୨୦୨୪ – ଇଭାଲ୍ୟୁସନ ଅଫ ଇଣ୍ଡଲାଇନ ସର୍ଭେ ଅଫ ନଲେଜ, ଆଟିଚ୍ୟୁଟ ଆଣ୍ଡ ପ୍ରାକ୍ଟିସ ଅଫ ସିଟିଜେନ୍ସ” ଶୀର୍ଷକ ସର୍ଭେରେ ୮୩.୬୧% ଲୋକ କହିଛନ୍ତି ଯେ ଇଭିଏମ୍ ନିର୍ଭରଯୋଗ୍ୟ। ଏହି ସମୟରେ, ୬୯.୩୯% ସହମତ ହୋଇଛନ୍ତି ଯେ ,ଇଭିଏମ୍ ସଠିକ୍ ଫଳାଫଳ ପ୍ରଦାନ କରେ, ଯେତେବେଳେ ୧୪.୨୨% ସମ୍ପୂର୍ଣ୍ଣ ସହମତ।

୫,୧୦୦ ଲୋକଙ୍କ ମତାମତ

ଏହି ସର୍ଭେ କର୍ଣ୍ଣାଟକର ୧୦୨ ବିଧାନସଭା ନିର୍ବାଚନମଣ୍ଡଳୀରେ କରାଯାଇଥିଲା। ଏଥିରେ ବେଙ୍ଗାଲୁରୁ, ବେଲାଗାଭି, କଲବୁର୍ଗି ଏବଂ ମୈସୁରୁ ପ୍ରଶାସନିକ ବିଭାଗର ୫,୧୦୦ ଜଣ ଲୋକ ସାମିଲ ଥିଲେ। କର୍ଣ୍ଣାଟକ ସରକାର ମୁଖ୍ୟ ନିର୍ବାଚନ ଅଧିକାରୀ ଭି. ଅନବୁକୁମାରଙ୍କ ମାଧ୍ୟମରେ ଏହି ସର୍ଭେ କରିଥିଲେ।

BJP Congress evm EVM Hack Karnataka Government
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026
Latest News

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.