Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ
ଜାତୀୟ ଖବର

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜିଠାରୁ ସ୍ମାର୍ଟ ବଜାରର 'ଫୁଲ ପଇସା ଅସୁଲ ସେଲ୍‌' ଆରମ୍ଭ
ଆଜିଠାରୁ ସ୍ମାର୍ଟ ବଜାରର 'ଫୁଲ ପଇସା ଅସୁଲ ସେଲ୍‌' ଆରମ୍ଭ

ମୁମ୍ବାଇ: ସ୍ମାର୍ଟ ବଜାର ପକ୍ଷରୁ ଜାନୁୟାରୀ ୨୧ ରୁ ୨୬, ୨୦୨୬ ପର୍ଯ୍ୟନ୍ତ ଏହାର ସ୍ୱତନ୍ତ୍ର ‘ଫୁଲ ପଇସା ଅସୁଲ ସେଲ୍‌’ ଘୋଷଣା କରାଯାଇଛି। ଏହି ସେଲ୍ ଦେଶବ୍ୟାପୀ ସମସ୍ତ ସ୍ମାର୍ଟ ବଜାର ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁଥିରେ ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ଘର ଏବଂ ଭ୍ରମଣ (ଟ୍ରାଭେଲ) ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଉପରେ ଆକର୍ଷଣୀୟ ଅଫର୍ ରହିବ।

ସେଲ୍ ସମୟରେ, ଗ୍ରାହକମାନେ ୭୪୯ ଟଙ୍କାର ସ୍ମାର୍ଟ ମୂଲ୍ୟରେ ୫ କିଲୋଗ୍ରାମ ବାସମତୀ ଚାଉଳ ଏବଂ ୨.୭୩ ଲିଟର ତେଲର ଏକ ସ୍ୱତନ୍ତ୍ର କମ୍ବୋ ପାଇବେ। ବିସ୍କୁଟ ଉପରେ “ଯେକୌଣସି ୨ଟି କିଣନ୍ତୁ, ଯେକୌଣସି ୧ଟି ମାଗଣା ପାଆନ୍ତୁ” ଅଫର୍ ରହିବ। ଡିଟରଜେଣ୍ଟ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ, ସାବୁନ ଏବଂ ଟୁଥପେଷ୍ଟ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ ଟପ୍‌-ବ୍ରାଣ୍ଡେଡ୍ ସାମ୍ପୁ ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ।

ଏହା ବ୍ୟତୀତ, ରେମଣ୍ଡ, ୱେଲସ୍ପନ୍ ଏବଂ ଟ୍ରାଇଡେଣ୍ଟ ବ୍ରାଣ୍ଡର ବେଡସିଟ୍ ଉପରେ “୧ କିଣନ୍ତୁ, ୩ ମାଗଣା ପାଆନ୍ତୁ” ଅଫ,ର୍ ଆରିଷ୍ଟୋକ୍ରାଟ୍ ଏବଂ ଟ୍ରାୱାର୍ଲ୍ଡର ୩-ପିସ୍ ହାର୍ଡ ଟ୍ରଲି ସେଟ୍ ଉପରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଏବଂ ଏଲୱାଇଏଫ ୨-ଜାର୍ ମିକ୍ସର୍ ଗ୍ରାଇଣ୍ଡର୍ ମାତ୍ର ୯୯୯ ଟଙ୍କାରେ ଉପଲବ୍ଧ ହେବ।

ସ୍ମାର୍ଟ ବଜାର ପକ୍ଷରୁ ପ୍ରକାଶ କରାଯାଇଛି ଯେ “ଫୁଲ୍ ପଇସା ଅସୁଲ୍ ସେଲ୍‌” ଗ୍ରାହକମାନଙ୍କୁ ସେମାନଙ୍କ ବଜେଟ୍ ଉପରେ ଅତିରିକ୍ତ ଚାପ ନ ପକାଇ ଅଧିକ ଭାଲ୍ୟୁ ଏବଂ ଅଧିକ ସଞ୍ଚୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ୫୩୦ରୁ ଅଧିକ ସହରରେ ୯୫୦ ରୁ ଅଧିକ ଷ୍ଟୋର୍ ସହିତ, ସ୍ମାର୍ଟ ବଜାର ଦେଶବ୍ୟାପୀ ଏକ ବିଶ୍ୱସ୍ତ ଏବଂ ସୁଲଭ ସପିଂ ସ୍ଥଳ ରହିଆସିଛି । ଜାନୁୟାରୀ ୨୧ ରୁ ୨୬ ତାରିଖ ମଧ୍ୟରେ ସେମାନଙ୍କର ନିକଟତମ ସ୍ମାର୍ଟ ବଜାର ଷ୍ଟୋର ପରିଦର୍ଶନ କରି ଗ୍ରାହକମାନେ ଏହି ସ୍ୱତନ୍ତ୍ର ସେଲର ଲାଭ ଉଠାଇପାରିବେ।

ଗ୍ରସେରୀ ପର୍ସନାଲ କେୟାର ଫୁଲ ପଇସା ଅସୁଲ ସେଲ୍‌ ସ୍ମାର୍ଟ ବଜାର ହୋମ
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Latest News

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.