Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ତ୍ରୀ ହରିଚନ୍ଦନଙ୍କୁ ଭେଟିଲେ HDFC Bank ଅଧିକାରୀ, ଜଗନ୍ନାଥ ଦାନ ଗ୍ରହଣ ଉପରେ ଆଲୋଚନା
ଜାତୀୟ ଖବର

ମନ୍ତ୍ରୀ ହରିଚନ୍ଦନଙ୍କୁ ଭେଟିଲେ HDFC Bank ଅଧିକାରୀ, ଜଗନ୍ନାଥ ଦାନ ଗ୍ରହଣ ଉପରେ ଆଲୋଚନା

January 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ହରିଚନ୍ଦନଙ୍କୁ ଭେଟିଲେ HDFC Bank ଅଧିକାରୀ
ମନ୍ତ୍ରୀ ହରିଚନ୍ଦନଙ୍କୁ ଭେଟିଲେ HDFC Bank ଅଧିକାରୀ, ଜଗନ୍ନାଥ ଦାନ ଗ୍ରହଣ ଉପରେ ଆଲୋଚନା

ଭୁବନେଶ୍ବର: ଆଜି ଆଇନି, ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି HDFC Bank ଅଧିକାରୀ। ଏହି ଅଧିକାରୀମାନେ ସୌଜନ୍ୟମୂଳକ ସାକ୍ଷାତକାର କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଡିଜିଟାଲ ଓଡ଼ିଶା ଗଢ଼ିବା ଦିଗରେ ଏଚଡ଼ିଏଫସି ବ୍ୟାଙ୍କ ରାଜ୍ୟ ସରକାରଙ୍କୁ ସହଯୋଗ କରୁଥିବା ବେଳେ ନିଜର ସାମାଜିକ ଦାୟିତ୍ୱ ସମ୍ପାଦନ ପୂର୍ବକ ବିଭିନ୍ନ ସିଏସଆର କାର୍ଯ୍ୟ ମଧ୍ୟ ଜାରି ରଖିଛି । ଯେକୌଣସି ସ୍ଥାନରୁ ମହାପ୍ରଭୁ ଶ୍ରୀଜଗନ୍ନଥଙ୍କୁ ଦାନ କରିବାର ପ୍ରକ୍ରିୟା ଉପଲବ୍ଧ କରିବାର ପ୍ରକ୍ରିୟା ଆରମ୍ଭ କରି 450ଟି ଏଟିଏମରେ ଏହି ପ୍ରକ୍ରିୟା ଏଚଡ଼ିଏଫସି ବ୍ୟାଙ୍କ ଦ୍ୱାରା ଆରମ୍ଭ ହୋଇଛି।

ଏହି ବୈଠକରେ ସରକାରୀ ଏବଂ ପ୍ରତିଷ୍ଠାନଗତ ବ୍ୟବସାୟ ଷ୍ଟାର୍ଟଅପ୍ସ ର କଣ୍ଟ୍ରି ହେଡ଼ ଶ୍ରୀ ସୁନାଲି ରୋହରା, ଓଡ଼ିଶା,ବିହାର,ଝାରଖଣ୍ଡର ରିଜିଓନାଲ ହେଡ କୁମାର ଅଭିଷେକ, ଜୋନାଲ ହେଡ଼ ଶ୍ରୀ ଅର୍ଜୁନାନନ୍ଦ ୱାଘ, କ୍ଲଷ୍ଟର ହେଡ଼ ଶ୍ରୀ ଅନିମେଶ ବିଶ୍ୱାଳ, ଏଚଡ଼ିଏଫସି ବ୍ୟାଙ୍କର ଜିଆଇବି ହେଡ ଶ୍ରୀ ଗୁରୁମୁଥି ହରିହରନ ପ୍ରମୁଖ ଉପସ୍ଥିତ ଥିଲେ ।
hdfc bank HDFC Bank Meets Law Minister ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Latest News

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.