Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦ୍ମ ପୁରସ୍କାର ପାଇବାକୁ ଘୋଷଣା ହୋଇଥିବା 4 ଓଡିଆ କିଏ, ସେମାନେ କଣ କରନ୍ତି
ଜାତୀୟ ଖବର

ପଦ୍ମ ପୁରସ୍କାର ପାଇବାକୁ ଘୋଷଣା ହୋଇଥିବା 4 ଓଡିଆ କିଏ, ସେମାନେ କଣ କରନ୍ତି

January 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଦ୍ମ ପୁରସ୍କାର
ପଦ୍ମ ପୁରସ୍କାର ପାଇବାକୁ ଘୋଷଣା ହୋଇଥିବା 4 ଓଡିଆ କିଏ, ସେମାନେ କଣ କରନ୍ତି

ଭୁବନେଶ୍ବର: ଆଜି ପଦ୍ମ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଏହି ଘୋଷଣାରେ ଓଡିଶାର ଚାରିଜଣଙ୍କ ନାମ ରହିଛି। ସେମାନେ ହେଲେ

  1. ଶ୍ରୀ ଚରଣ ହେମ୍ବ୍ରମ
  2. ସୀମାଞ୍ଚଳ ପାତ୍ର
  3. ମହେନ୍ଦ୍ର କୁମାର ମିଶ୍ର
  4. ଶରତ ପାତ୍ର

ଶ୍ରୀ ଚରଣ ହେମ୍ବ୍ରମ ହେଉଛନ୍ତି ସାନ୍ତାଳୀ ଭାଷାର ଜଣେ ପ୍ରତିଷ୍ଠିତ ଲେଖକ। ସେହିପରି ସୀମାଞ୍ଚଳ ପାତ୍ର ହେଉଛନ୍ତି ପ୍ରହଲ୍ଲାଦ ନାଟକର ନାଟ୍ୟ ଗୁରୁ। ପ୍ରାଚୀନ କଳାକୁ ସେ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିବାରେ ଅହରହ ଉଦ୍ୟମ ଜାରୀ ରଖିଛନ୍ତି। ଅନ୍ୟତମ ପଦ୍ମ ପୁରସ୍କାର ପାଇଁ ମନୋନିତ ହୋଇଥିବା ବ୍ୟକ୍ତି ହେଉଛନ୍ତି ମହେନ୍ଦ୍ର କୁମାର ମିଶ୍ର। ସେ ହେଉଛନ୍ତି ଜଣେ ଶିକ୍ଷାବିତ୍। ସେ ଜନଜାତି ଲୋକକଥାର ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି।

ଅନ୍ୟତମ ପଦ୍ମଶ୍ରୀ ପାଇବେ ଶରତ ପାତ୍ର। ସେ ହେଉଛନ୍ତି ପାରଂପାରିକ ବାନ୍ଧକଳା ଶିଳ୍ପୀ। ଶରତ କୁମାର ପାତ୍ର ହେଉଛନ୍ତି ନୂଆପାଟଣାର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ। ତାଙ୍କୁ ୨୦୧୫ରେ ବହୁ ପ୍ରତିଷ୍ଠିତ ସନ୍ତ କବିର ପୁରସ୍କାର ମଧ୍ୟ ମିଳିଥିଲା ଏହି ଚାରି ପଦ୍ମଶ୍ରୀଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

 

ପଦ୍ମ ପୁରସ୍କାର ପଦ୍ମ ପୁରସ୍କାର 2026
Share. Facebook Twitter LinkedIn Email WhatsApp Copy Link

Related Posts

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୬୧ ରନରେ ଜିତିଲା ଟିମ ଇଣ୍ଡିଆ

February 15, 2026

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026
Latest News

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୬୧ ରନରେ ଜିତିଲା ଟିମ ଇଣ୍ଡିଆ

February 15, 2026

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026

ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ: ପାକିସ୍ତାନକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.