Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ
ଜାତୀୟ ଖବର

PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ

April 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
PhonePe SBI Card
PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ

PhonePe SBI Card: ଫୋନପେ ପକ୍ଷରୁ ନିକଟରେ ଶୁଭାରମ୍ଭ ହୋଇଥିବା ଫୋନପେ ଏସବିଆଇ କାର୍ଡ କ୍ରେଡିଟ କାର୍ଡ ଉପରେ ଏକ ସୀମିତ-ସମୟ ଅଫର ଘୋଷଣା କରାଯାଇଛି । ଏହି କାର୍ଡକୁ ଶୂନ ଜଏନିଂ ଫି’ ସହ ପ୍ରଥମ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି ।

ଆଧୁନିକ ଡିଜିଟାଲ ଉପଭୋକ୍ତାଙ୍କ ପାଇଁ ଡିଜାଇନ ହୋଇଥିବା ଫୋନପେ ଏସବିଆଇ କାର୍ଡ ଉଭୟ ରୁପେ ଓ ଭିସା ପ୍ଲାଟଫର୍ମରେ ଉପଲବ୍ଧ ରହିଛି ଏବଂ ଏହା ଉପଭୋକ୍ତାଙ୍କୁ ପ୍ରତ୍ୟେକ ଅନ୍‌ଲାଇନ କ୍ରୟ ଉପରେ ରିୱାର୍ଡ ଜିତିବା ପାଇଁ ସକ୍ଷମ କରୁଛି । ଏହି କାର୍ଡର ଉପଭୋକ୍ତାମାନେ ପ୍ରଥମ ବର୍ଷ ପାଇଁ ବିନା କୌଣସି ମୂଲ୍ୟରେ କାର୍ଡର ପ୍ରିମିୟମ ଲାଭ ଉପଭୋଗ କରିପାରିବେ । ଏଥିସହିତ ସମସ୍ତ ଅନ୍‌ଲାଇନ ବ୍ରାଣ୍ଡ ଉପରେ ଅନ୍‌ଲାଇନ ଟ୍ରାଞ୍ଜାକ୍ସନରେ ୫% ରିୱାର୍ଡ ପାଇବେ ।

ଫୋନପେ ଏସବିଆଇ କାର୍ଡରେ ରିଚାର୍ଜ ଭଳି ନିୟମିତ ପେମେଂଟ, ସିଲିଣ୍ଡର ବୁକିଙ୍ଗ ମୋବାଇଲ ରିଚାର୍ଜ, ବିଲ୍ ପେମେଂଟ ଭଳି ୟୁଟିଲିଟି ପେମେଂଟ ଉପରେ ୧୦% ରିୱାର୍ଡ ମିଳିପାରିବ। ସେହିପରି ଫୋନପେ ପ୍ଲାଟଫର୍ମରେ ଇନ୍ସୁରାନ୍ସ ପ୍ରିମିୟମ ପେମେଂଟ ଉପରେ ମଧ୍ୟ ଉପଭୋକ୍ତାମାନେ ରିୱାର୍ଡ ପାଇବା ସହ ୧୦% ସଂଚୟ କରିପାରିବେ । ପ୍ରତ୍ୟେକ ରୁପେ କ୍ୟୁଆର ସ୍କାନ ଉପରେ ୧% ରିୱାର୍ଡ ମିଳିବ ।

ଏହି କାର୍ଡହୋଲ୍ଡରମାନେ ଡୋମେଷ୍ଟିକ ଏୟାରପୋର୍ଟ ଲାଉଞ୍ଜଗୁଡିକରେ ବିନା ବ୍ୟୟ ସୀମା ସହ ୪ ବର୍ଷ ପର୍ଯ୍ୟନ୍ତ ମାଗଣା ଆକ୍‌ସେସ ପାଇପାରିବେ ଏବଂ ଇଂଟରନ୍ୟାଶନାଲ ଲାଉଞ୍ଜରେ ୨ ବର୍ଷ ପାଇଁ ପ୍ରାୟୋରିଟି ପାସ ମେମ୍ବରସିପ ପାଇପାରିବେ ।

ଏସବିଆଇ କାର୍ଡରେ ମିଳିଥିବା ରିୱାର୍ଡ ପଏଂଟଗୁଡିକୁ ଉପଭୋକ୍ତାଙ୍କ କ୍ରେଡିଟ କାର୍ଡ ବିଲ ପଇଠ କରିବା ପାଇଁ ବ୍ୟବହାର କରାଯାଇପାରିବ । ପ୍ରତ୍ୟେକ ପଏଂଟର ମୂଲ୍ୟ ୧ ଟଙ୍କା ରହିଛି । ମିଳିଥିବା ସମସ୍ତ ରିୱାର୍ଡ କାର୍ଡର ଲିମିଟ ଏବଂ ସର୍ତାବଳୀ ଅଧୀନରେ ରହିଛି । ଫୋନପେ ଏସବିଆଇ କାର୍ଡ ପାଇଁ ଫୋନପେ ଆପ୍‌ରେ ସିଧାସଳଖ ଆବେଦନ କରାଯାଇପାରିବ ।

 

Phonepe PhonePe SBI Card ଫୋନପେ
Share. Facebook Twitter LinkedIn Email WhatsApp Copy Link

Related Posts

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Latest News

PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ

April 11, 2026

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ମଞ୍ଚୁରିଆନ୍ ଓ କଢାଇ ପନୀର ଖାଇ ମୃତ୍ୟୁ: ଜାଣନ୍ତୁ କାରଣ କ’ଣ, ଗ୍ରୀଷ୍ମଋତୁରେ ଖାଦ୍ୟକୁ ନେଇ ରୁହନ୍ତୁ ସତର୍କ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.