Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଘୋଷଣା ହେଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ
ରାଜ୍ୟ ଖବର

ଘୋଷଣା ହେଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ

October 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
mahilacongress
ଘୋଷଣା ହେଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ

ଭୁବନେଶ୍ୱର: ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସଭାପତି ମିସ୍ ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତା, କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା, ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଏବଂ ବିଭିନ୍ନ ବିଭାଗର ସଂଯୋଜିକା ମାନଙ୍କର ନାମ ଘୋଷଣା କରିଛନ୍ତି ବୋଲି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ଏହି କମିଟିରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପସଭାନେତ୍ରୀ ଭାବରେ ଶ୍ରୀମତୀ ଏଲ ମାଣିକ ପ୍ରଭା, ଜ୍ୟୋର୍ତିମୟୀ ବାଗ, ରଶ୍ମି ମହାପାତ୍ର ଓ ସଂଗୀତା ସିଂ ପ୍ରମୁଖ ରହିଥିବା ବେଳେ ସାଧାରଣ ସଂପାଦିକା ଭାବରେ ରିତାଶ୍ରୀ ମହାନ୍ତି, ସିଲି ସେଠୀ, ଶୁଭଦ୍ରା ମିଶ୍ର, ଅମିତବାଳା ଆଚାର୍ଯ୍ୟ, ଲକ୍ଷ୍ମିପ୍ରିୟା ସାମନ୍ତରାୟ, ଶ୍ରୀୟାସ୍ମିତା ପଣ୍ଡା, ସୁପ୍ରଭା ବରାଇ, ବିଜୟଲକ୍ଷ୍ମୀ ପ୍ରିୟଦର୍ଶିନୀ, ସୁକାନ୍ତି ସରାଫ, ମହେନ୍ଦ୍ରି ସାହୁ ଓ ନମିତା ମାଝି ପ୍ରମୁଖ ରହିଛନ୍ତି।

ସେହିପରି ସଂପାଦିକା ଭାବରେ କଲ୍ୟାଣି ପୂର୍ତି, ଲିପ୍‌ସା ଚାଂଟପାଲି, ସ୍ୱର୍ଣ୍ଣଲତା ବାନରା, ଗୋରେଟି ସେସ୍‌, ଧନମଣି ପାତ୍ର, ସୁଦିପ୍ତା ଦାଶ, ସିପ୍ରା ସେନାପତି, ସ୍ନେହଲତା ମହାପାତ୍ର, ଗୌରି ଦାସ, କିରଣବାଳା ମହାନ୍ତି, ଲତା ନାୟକ, ନଳିନୀ ଜାଲ, ମଞ୍ଜୁଲତା ମିଶ୍ର, ଦେବସ୍ମିତା ସାମଲ, ତୁଷାରକାନ୍ତି ମିଶ୍ର, ପଦ୍ମାବତୀ ମାଣ୍ଡାଙ୍ଗି, ଗିତାଞ୍ଜଳି ପିଡ଼ିକା, ସୁନିତା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ ଓ ରାଜଲକ୍ଷ୍ମୀ ପାତ୍ର ପ୍ରମୁଖ ରହିଛନ୍ତି। ଶ୍ରୀମତୀ ଚୈତାଳି ପଟ୍ଟନାୟକ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଛନ୍ତି।

କାର୍ଯ୍ୟକାରୀ କମିଟି ସଦସ୍ୟା ଭାବେ ଶ୍ରୀମତୀ ଆରତୀ ସ୍ୱାଇଁ, ପ୍ରତିମା କର, ରଞ୍ଜିତା ରାଉତ, ଚୌଧୁରୀ ସ୍ନେହଲତା ରାୟ, ମଧୁସ୍ମିତା ସେଠୀ, ଶୁଭଶ୍ରୀ ପଣ୍ଡା, ପ୍ରଭାବତୀ ପଟ୍ଟନାୟକ, ଶୁଭାସିନୀ ମହାକୁଡ଼, ପ୍ରଭାତୀ ମିଶ୍ର, ମନଜା ମଞ୍ଜରୀ ଦେବୀ, ବିଣାପାଣୀ ସାମଲ, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ଉର୍ବଶୀ ମିଶ୍ର, ଅର୍ଚ୍ଚନା ନନ୍ଦି, ଲଳିତା ସାହୁ, ସୁଲୋଚନା ନାୟକ, ସ୍ୱାଗତିକା ପଟ୍ଟନାୟକ, ମନୋରମା ପରିଡ଼ା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଣତି ମିଶ୍ର, କୁସୁମ ପ୍ରଧାନ, ନିରୁପମା ଦାସ, ରୁପାଦିପ୍ତା ମହାପାତ୍ର, କନକଲତା ମଲ୍ଲିକ ଅଛନ୍ତି।

ସେହିପରି ରିନା ସ୍ୱାଇଁ, ଅର୍ଣ୍ଣପୂର୍ଣ୍ଣା ସାହୁ, ସୁଜ୍ଞାନି ପଟ୍ଟନାୟକ, ଏମଏ ପରୱିନ, ଅମିତା ବିଶ୍ୱାଳ, ରଞ୍ଜିତା ଯୋଶି, ମୁନି ଥାପ୍ପା, ମୋତି କୈବର୍ତ, ବାସନ୍ତି ସାମଲ, ବିନ୍ଧ୍ୟାବିନୀ ସାହୁ, ସୂର୍ଯ୍ୟକାନ୍ତି ବାଗ ଓ ନିର୍ମଳା ମଲ୍ଲିକ ପ୍ରମୁଖ ରହିଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା ଭାବରେ ସୁଶିଳା ତିରିଆ, ସରସ୍ୱତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଅଜୟନ୍ତୀ ପ୍ରଧାନ, ରତ୍ନମଣି ଉଲ୍ଲାକା ଓ ପ୍ରତିମା ମଲ୍ଲିକ ପ୍ରମୁଖ ରହିଛନ୍ତି।

ସାମାଜିକ ଗଣମାଧ୍ୟମ ସଂଯୋଜିକା ଭାବରେ ଶିବାନୀ ରାଉତରାୟ, ନ୍ୟାୟବାହିନୀ ସଂଯୋଜିକା ଭାବରେ ଦିପ୍ତିରାଣୀ ପ୍ରଧାନ, ସ୍ତ୍ରୀ ହେଲପ ଲାଇନ ସଂଯୋଜକ ଭାବରେ ସବିତା ଧିର ଓ ଡାକ୍ତର ହେଲପ ଲାଇନ ସଂଯୋଜିକା ଭାବରେ ପ୍ରଜ୍ଞାପରିମିତା ମହାନ୍ତି ନିଯୁକ୍ତି ପାଇଛନ୍ତି।

ତତ୍‌ସଂଗେ ସଂଗେ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଭାବରେ ନିମ୍ନମତେ ନିଯୁକ୍ତି ଦିଆଯାଇଛି। ଯଥା ବଲାଙ୍ଗିର- ମିଲାନି ସାହୁ, ବାଲେଶ୍ୱର- ପ୍ରଜ୍ଞାପରମିତା ମହାନ୍ତି, ବରଗଡ଼- ମୌସୁମୀ ସାହୁ, ଭଦ୍ରକ- ସବିତା ଚାନ୍ଦ, ଭୁବନେଶ୍ୱର- ଗିତାଞ୍ଜଳି ମହାନ୍ତି, ବୌଦ୍ଧ- କବିତା ମହାକୁଡ଼, କଟକ-ଶୋଭମୟୀ ସିଂ, କଟକନଗର- କଳ୍ପନା ସେନ, ଦେବଗଡ଼- ଲିତା ଆଚାର୍ଯ୍ୟ, ଢ଼େଙ୍କାନାଳ- ସ୍ମିତାରାଣି ସାମଲ, ଗଜପତି- ସସ୍ମିତା ନାୟକ, ଗଞ୍ଜାମ- ବନଜା ପଣ୍ଡା, ଜଗତସିଂହପୁର- ପ୍ରିୟମ୍ବଦା ପାଣି, ଯାଜପୁର- ଆରତି ଦେଓ, ବ୍ୟାସନଗର ମୁନିସ୍‌ପାଲଟି- ଜ୍ୟୋତିର୍ମୟୀ ରାଉତଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି କଳାହାଣ୍ଡି- ମାର୍ଗିନା ପ୍ରଧାନ, କେନ୍ଦୁଝର- ପ୍ରବିନା ଦଣ୍ଡ ପାଟ, କନ୍ଧମାଳ- ରୁଦ୍ର ମଲ୍ଲିକ, କେନ୍ଦ୍ରାପଡ଼ା- ଜିନତ ପ୍ରିୟଦର୍ଶୀନି ରାଉତ, ଖୋର୍ଦ୍ଧା- ଝୁନା କୁମାରୀ ପଟ୍ଟନାୟକ, କୋରାପୁଟ- ନଳିନୀ ରଥ, ମାଲକାନଗିରି- ପୁଷ୍ପା ପଡ଼ିଆମି, ମୟୁରଭଞ୍ଜ- ସୁସ୍ମିତା ଘୋଷାଲ, ନବରଙ୍ଗପୁର- ଗିତାରାଣୀ ସମ୍ରାଟ, ନୟାଗଡ଼- ସସ୍ମିତା କୁମାର ଦାସ, ନୂଆପଡ଼ା- କବିତା ସାହୁ, ପୁରୀ- ନିରୁପମା ପାତ୍ର, ରାୟଗଡ଼ା- ଅମ୍ବିକା ମାଝୀ, ରାଉରକେଲା- ନିରୁପମା ବଳିଆରସିଂ, ସମ୍ବଲପୁର- ସୁତପା ମିତ୍ର, ସୁବର୍ଣ୍ଣପୁର- ଭବାନୀ ଦିପ ଓ ସୁନ୍ଦରଗଡ ଜିଲ୍ଲା- ସରୋଜିନୀ ବାଙ୍କ୍ରା ପ୍ରମୁଖ ନିଯୁକ୍ତି ପାଇଛନ୍ତି ବୋଲି ଶ୍ରୀମତୀ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

MahilaCongress ଓଡିଶା ମହିଳା କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025
Latest News

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025

ଆଜି ୨୦ ଡିସେମ୍ବର ଶନିବାର ରାଶିଫଳ, କେମିତି କଟିବ ଆଜିର ଦିନ

December 20, 2025

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.