Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆଜି ୨୬୩ ଜଣଙ୍କୁ ସରକାରୀ ଚାକିରୀ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟ ଖବର

ଆଜି ୨୬୩ ଜଣଙ୍କୁ ସରକାରୀ ଚାକିରୀ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

February 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ୨୬୩ ଜଣଙ୍କୁ ସରକାରୀ ଚାକିରୀ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଓଡିଶା ନିଯୁକ୍ତି ପର୍ବ କାର‌୍ୟ୍ୟକ୍ରମରେ ଏହି ନିଯୁକ୍ତି ପ୍ରଦାନ କରାଯିବ। ଆଜି ଅପରହ୍ନରେ ଲୋକସେବା ଭବନ କନଭେନସ ହଲରେ ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି ପ୍ରଦାନ କରିବେ।

ଏଥରେ ରାଜ୍ୟ କର୍ମଚାରୀ ବୀମା ନିର୍ଦ୍ଦେଶଳାୟରେ ୮୦ ଜଣ ଷ୍ଟାଫ ନର୍ସ, ୪୦ ଜଣ ଫାର୍ମାସିଷ୍ଟ, ୪୦ ଜଣ ଲାବ୍ରୋଟୋରୀ ଟେକନସିଆନ, ୮ ଜଣ ଏଏନଏମ, ୯ ଜଣ ଏକ୍ସରେ ଟେକନସିଆନ ଏବଂ ୮ ଜଣ ଓଟି ସହାୟକ ନିଯୁକ୍ତ ହେବେ।

ସେହିପରି ରାଜ୍ୟ ପ୍ରଦୂଷଣ ବୋର୍ଡରେ ୧୧ ଜଣ କନିଷ୍ଠ ସହାୟକ, ହସ୍ତଶିଳ୍ପ ନିର୍ଦ୍ଦେଶଳାୟରେ ୪୮ ଜଣ ବିକାଶ ଅଧିକାରୀ, ୭ ଜଣ ସମବାୟ ସମିତି ନିରୀକ୍ଷକ ଏବଂ ୩ ଜଣ ସମୀକ୍ଷକ ନିଯୁକ୍ତି ହେବେ। ସେହିପରି କାରଖାନା ବାଷ୍ପିତ ନିର୍ଦ୍ଦେଶଳାୟରେ ୯ ଜଣ ସହକାରୀ ନିର୍ଦ୍ଦେଶକ ନିଯୁକ୍ତି ଦିଆଯିବ।

ଓଡିଶା ନିଯୁକ୍ତି ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ: ଖେଳକୁଦ, ଗୀତ ଓ ନାଚରେ ଦୁଲୁକିବ ଅଞ୍ଚଳ

January 4, 2026

ଜାନୁୟାରୀ ୪ ରାଶିଫଳ, ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

January 4, 2026

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026

ODI ସିରିଜ ପାଇଁ ଭାରତୀୟ ଦଳ: ମହମ୍ମଦ ଶାମିଙ୍କୁ ପୁଣି ଅଣଦେଖା, ହାର୍ଦ୍ଦିକ ଏବଂ ବୁମରାହଙ୍କୁ ବିଶ୍ରାମ

January 3, 2026
Latest News

ଆଜି ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ: ଖେଳକୁଦ, ଗୀତ ଓ ନାଚରେ ଦୁଲୁକିବ ଅଞ୍ଚଳ

January 4, 2026

ଜାନୁୟାରୀ ୪ ରାଶିଫଳ, ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

January 4, 2026

ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

January 3, 2026

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026

ODI ସିରିଜ ପାଇଁ ଭାରତୀୟ ଦଳ: ମହମ୍ମଦ ଶାମିଙ୍କୁ ପୁଣି ଅଣଦେଖା, ହାର୍ଦ୍ଦିକ ଏବଂ ବୁମରାହଙ୍କୁ ବିଶ୍ରାମ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.