Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ନିମାପଡା ଛାତ୍ରୀଙ୍କୁ ପେଟ୍ରୋଲ ପକାଇ ଜାଳିଦେବା ଘଟଣା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ…
ରାଜ୍ୟ ଖବର

ନିମାପଡା ଛାତ୍ରୀଙ୍କୁ ପେଟ୍ରୋଲ ପକାଇ ଜାଳିଦେବା ଘଟଣା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ…

July 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିମାପଡା ଛାତ୍ରୀଙ୍କୁ ପେଟ୍ରୋଲ ପକାଇ ଜାଳିଦେବା ଘଟଣା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ...

ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟ ଘଟଣା ତାତି ବହୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପାଇଁ ପୁଣି ଏକ ବଦନାମ ଆଗକୁ ଆସିଛି। ତାହା ହେଲା ନିମାପଡା ବଳଙ୍ଗାର ଜଣେ ଛାତ୍ରୀଙ୍କୁ ବୁର୍ବୃତମାନେ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସେହି ଛାତ୍ରୀଙ୍କୁ ଏମ୍ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଛି। ହେଲେ ଛାତ୍ରୀ ଜଣଙ୍କ ଗୁରୁତର ଅଛି ବୋଲି ଏମ୍ସ ତରଫରୁ କୁହାଯାଇଛି।

ତେବେ ଏହାକୁ ନେଇ ସ୍ଥାନୀୟ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଜଘନ୍ୟ କାଣ୍ଡରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାରିକୁ ଛଡାଯିବ ନାହିଁ। ଅଭିଯୁକ୍ତମାନଙ୍କୁ ତୁରୁନ୍ତ ଚିହ୍ନଟ କରି ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଭାତୀ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପୁଣି ଥରେ ସରକାରଙ୍କ ପାରିବାପଣିଆ ନେଇ ଆଲୋଚନା ଚାଲିଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଛାତ୍ରୀ ନିର୍ଯ୍ୟାତନା ନିମାପଡା ଛାତ୍ରୀ ନିର୍ଯ୍ୟାତନା ପ୍ରଭାତୀ ପରିଡା ବଳଙ୍ଗା ଛାତ୍ରୀ ନିର୍ଯ୍ୟାତନା
Share. Facebook Twitter LinkedIn Email WhatsApp Copy Link

Related Posts

୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ବିଚ୍ ଭଲିବଲ ପ୍ରତିଯୋଗିତା: ବାଲେଶ୍ୱର ଜିଲ୍ଲା ବିଜୟୀ

December 16, 2025

୭ମ ଓଡିଶା ପୁସ୍ତକ ମେଳା: ଏପର୍ଯ୍ୟନ୍ତ ପ୍ରାୟ ୫ କୋଟିର ହେଲା ବ୍ୟବସାୟ

December 16, 2025

ଶ୍ରୀମନ୍ଦିରରେ ପାଳନ ହେଲା ଧନୁ ସଂକ୍ରାନ୍ତି

December 16, 2025

ମିନି ନିଲାମରେ ବିକ୍ରି ହୋଇଥିବା ୬ ସବୁଠାରୁ ମହଙ୍ଗା ଖେଳାଳି: ଯାହାଙ୍କ ପାଇଁ ଭାଙ୍ଗିଥିଲା ସମସ୍ତ ରେକର୍ଡ

December 16, 2025
Latest News

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ବଡ଼ ଆଶ୍ୱସ୍ତି!: ଇଡିର ଚାର୍ଜସିଟ୍ ଶୁଣିବାକୁ ମନା କଲେ କୋର୍ଟ

December 16, 2025

୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ବିଚ୍ ଭଲିବଲ ପ୍ରତିଯୋଗିତା: ବାଲେଶ୍ୱର ଜିଲ୍ଲା ବିଜୟୀ

December 16, 2025

୭ମ ଓଡିଶା ପୁସ୍ତକ ମେଳା: ଏପର୍ଯ୍ୟନ୍ତ ପ୍ରାୟ ୫ କୋଟିର ହେଲା ବ୍ୟବସାୟ

December 16, 2025

ଶ୍ରୀମନ୍ଦିରରେ ପାଳନ ହେଲା ଧନୁ ସଂକ୍ରାନ୍ତି

December 16, 2025

ମିନି ନିଲାମରେ ବିକ୍ରି ହୋଇଥିବା ୬ ସବୁଠାରୁ ମହଙ୍ଗା ଖେଳାଳି: ଯାହାଙ୍କ ପାଇଁ ଭାଙ୍ଗିଥିଲା ସମସ୍ତ ରେକର୍ଡ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.