ଭୁବନେଶ୍ବର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ପରେ ଆଜି ରାଜ୍ୟ ସରକାର ଏକ ଥରେ 34 ଜଣ ଓଏଫଏସ ଙ୍କର ଅଦଳବଦଳ କରିଛନ୍ତି। ଏଥିରେ 14 ଜଣ ଡିଏଫଓ ରହିଛନ୍ତି। ସେମାନେ ହେଲେ ତେବେ ଆଇଏଫଏସ ସ୍ତରରେ ଏ ପର୍ଯ୍ୟନ୍ତ ଅଦଳବଦଳ ହୋଇ ନାହିଁ। ଖୁବ ଶିଘ୍ର ସେହି ସ୍ତରର ବଦଳି କରାଯିବ ବୋଲି ଜଣାପଡିଛି।
ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ: ଜିଲ୍ଲାପାଳମାନଙ୍କୁ ଦେଲେ ଏହି ନିର୍ଦ୍ଦେଶSeptember 11, 2025
Vishwakarma Puja: ଏଥର ୧୦୦ ବର୍ଷ ପରେ ପଡୁଛି ବିରଳ ଯୋଗ, ଜାଣନ୍ତୁ ପୂଜା କେବେ ଏବଂ ଶୁଭ ମୁହୁର୍ତ୍ତSeptember 11, 2025