ଭୁବନେଶ୍ବର: ବିଜୁ ଜନତା ଦଳ ଆଉ ଚାରଟି ଜିଲ୍ଲାର ନାମ ଘୋଷଣା କରିଛି। ସାଂଗଠାନିକ ନିର୍ବାଚନ ଶେଷ ହୋଇଥିବା ବେଳେ କେତେକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇପାରି ନ ଥିଲା। ସେଥିପାଇଁ ଦଳ ଆଉ ଚାରଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ…
1-ଗଂଜାମ- ବିକ୍ରମ କେଶରୀ ପଣ୍ଡା
2-କେନ୍ଦ୍ରାପଡା- ଶିବ ପ୍ରସାଦ ଭୋଳ
3- କଳାହାଣ୍ଡି- ପ୍ରଦୀପ କୁମାର ଦିଶାରୀ
4-କଟକ- ପ୍ରଫୁଲ ସିଂହ