Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ, ଏହି ସମୟରୁ ହେବ ହାଣ୍ଡିଛାଡ
ରାଜ୍ୟ ଖବର

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ, ଏହି ସମୟରୁ ହେବ ହାଣ୍ଡିଛାଡ

September 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ଚନ୍ଦ୍ର ଗ୍ରହଣ
ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ, ଏହି ସମୟରୁ ହେବ ହାଣ୍ଡିଛାଡ

ଭୁବନେଶ୍ବର: ଆସନ୍ତାକାଲି ରହିଛି ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ। ସେଥିପାଇଁ ଏହି ଗ୍ରହଣର ବିଧିବିଧାନ ଭାରତରେ ପାଳନ କରାଯିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁସାରେ ଆସନ୍ତାକାଲି ଅପରାହ୍ନରେ ପୂଜା ନୀତିରେ ପରିବର୍ତ୍ତନ କରାଯିବ।

ସୂଚନା ଅନୁସାରେ ଆସନ୍ତାକାଲି ୯ଟା ୫୭ ମିନିଟ୍‌ରେ ଗ୍ରହଣ ସ୍ପର୍ଶ କରିବ ଏବଂ ରାତି ୧ଟା ୨୭ ମିନିଟ୍‌ରେ ସର୍ବମୋକ୍ଷ ହେବ। ସେଥିପାଇଁ ହାଣ୍ଡିଛାଡ ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରୁ କରାଯିବ। ସେହିପରି ଦେବ ନୀତି ମଧ୍ୟ ଏହି ସମୟରୁ ନିଷେଧ ରହିବ। ଗ୍ରହଣ ସର୍ବମୋକ୍ଷ ପରେ ରାତି ୨ଟାରୁ ଦ୍ବାରଫିଟା ନୀତି ଆରମ୍ଭ ହେବ।

ଆସନ୍ତାକାଲି ଏହି ଗ୍ରହଣ ଭାରତର ସବୁ ଅଞ୍ଚଳରେ ଦୃଶ୍ୟମାନ ହେଉଥିବାରୁ ତାହା ସାଧାରଣରେ ଦେଖି ହେବ। ହେଲେ ଖାଲି ଆଖିରେ ତାହା ଦେଖିବାକୁ ବାରଣ କରାଯାଇଛି।

  • ଚନ୍ଦ୍ର ଗ୍ରହଣ ତାରିଖ– ସେପ୍ଟେମ୍ବର ୭ ତାରିଖ ରବିବାର
  • ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ– ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ
  • ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ– ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ
  • ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ–  ୪ ଘଣ୍ଟା ୨୮ ମିନିଟ୍
  • ଚନ୍ଦ୍ର ଗ୍ରହଣ ମୁଖ୍ୟ ସମୟ( ରକ୍ତ ଚନ୍ଦ୍ର)- ରାତି ୧୧ ଟା ଠାରୁ ରାତି ୧୨ ଟା ୨୨ ମିନିଟ
  • ପାକତ୍ୟାଗ- ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରୁ ପାକ ତ୍ୟାଗ କରାଯିବ ଏବଂ ଦେବ ନୀତି ନିଷେଧ ରହିବ
ଚନ୍ଦ୍ର ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ

October 20, 2025

JEE MAIN ପରୀକ୍ଷା ସୂଚୀ ପ୍ରକାଶ କଲା NTA !: ଜାଣନ୍ତୁ କିପରି କରିବେ ଆବେଦନ?

October 20, 2025

ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଥ ସଂଚାଳନ କାର୍ଯ୍ୟକ୍ରମ

October 20, 2025

ଜାଣନ୍ତୁ ଅକ୍ଟୋବର ୨୦ ତାରିଖ ସୋମବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 20, 2025
Latest News

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ

October 20, 2025

JEE MAIN ପରୀକ୍ଷା ସୂଚୀ ପ୍ରକାଶ କଲା NTA !: ଜାଣନ୍ତୁ କିପରି କରିବେ ଆବେଦନ?

October 20, 2025

ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଥ ସଂଚାଳନ କାର୍ଯ୍ୟକ୍ରମ

October 20, 2025

ଜାଣନ୍ତୁ ଅକ୍ଟୋବର ୨୦ ତାରିଖ ସୋମବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 20, 2025

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.