ଭୁବନେଶ୍ବର: ରାଜ୍ୟ ସରକାର ଗୁରୁବାର ରାତିରେ ଓଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ଏକାଥରକେ 12 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ
ବଦଳି କରାଯାଇଥିବା ଅଧିକାରୀ ଗଣ ତୁରୁନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି। ପୂର୍ବରୁ ରାଜ୍ୟ ସରକାର ସେହିପରି ଓଏଏସ କ୍ଷେତ୍ରରେ ଏକ ବଡ ଅଦଳବଦଳ କରିଥିଲେ।