ଭୁବନେଶ୍ବର: ଆଜି ପ୍ରଦେଶ ମହିଳା କଂଗ୍ରେସ ତାହାର ନୂଆ ଟିମ ଗଛନ କରିଛି। ପୂର୍ବରୁ ମିନାକ୍ଷୀ ବାହିନୀପତି ମହିଳା କଂଗ୍ରେସର ସଭାପତି ବୋଲି ଘୋଷଣା ହୋଇଛି। ହେଲେ ପୁରା ଟିମ ଏ ପର୍ଯ୍ୟନ୍ତ ଗଠନ ହୋଇ ନ ଥିଲା। ଆଜି ସର୍ବଭାରତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଅନୁମୋଦନ ପରେ ନୂଆ ଟିମ ଗଠନ କରାଯାଇଛି। ଏଥିରେ ଯେଉଁମାନଙ୍କୁ ନିଆଯାଇଛି ସେମାନେ ହେଲେ
ଏହି ଟିମରେ ମୋଟ 81 ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେେ ଉପସଭାପତି ଭାବେ 10 ଜଣ, ସାଧାରଣ ସଂପାଦକ ଭାବେ 22 ଜଣ, ସଂପାଦକ ଭାବେ 45 ଜଣ ଏବଂ ବରିଷ୍ଠ ଉପଦେଷ୍ଠା ଭାବେ 4 ଜଣଙ୍କୁ ସ୍ଥାନିତ କରାଯାଇଛି।