Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମ
ରାଜ୍ୟ ଖବର

ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମ

December 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ
ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୟୁନିଟି-୨, ପଟେଲ ବସ୍ତିଠାରେ ଭାରତୀୟ ଜାତୀୟ କଂଗ୍ରେସର 140 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରକୃତ ନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ଏବଂ ପଟେଲ ନଗର ଯୁବ ଗୋଷ୍ଠୀ ଶ୍ରମଦାନ କରିଥିଲେ।

ସଫେଇ କାର୍ଯ୍ୟକ୍ରମର ସମାପନ ପରେ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ଓ ପଟେଲ ନଗର ବାସିନ୍ଦାଙ୍କୁ ସମ୍ବୋଧିତ କରି ଶ୍ରୀ ଜେନା କହିଥିଲେ, ଜନସାଧାରଣଙ୍କ ଯେ କୌଣସି ସମସ୍ୟା ପାଇଁ କଂଗ୍ରେସ ଲଢ଼ିବାକୁ ପ୍ରସ୍ତୁତ। କାରଣ କଂଗ୍ରେସ ହେଊଛି ଗଣତନ୍ତ୍ର, ସମ୍ବିଧାନ ପାଳନ କରୁଥିବା ଓ ଗରିବ, ଶ୍ରମିକ, କୃଷକ ଏବଂ ଅସହାୟଙ୍କ ପାଇଁ ଛିଡା ହେଉଥିବା ଦଳ। ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ଓ ଅର୍ଥନୈତିକ ପ୍ରଗତିର ସହର ରୂପେ ଗଢିବାକୁ କଂଗ୍ରେସ ବଦ୍ଧ ପରିକର।

ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ମିହିର ଆଚାର୍ଯ୍ୟ, ରାଜୁ ବାରିକ, ମନୋରଞ୍ଜନ ରାଉତ, ଧନେଶ୍ୱର ନାୟକ, ପ୍ରସନ୍ନ ଚମ୍ପତି, ବିନୁପାଣି, ବେଣୁ ଭୋଇ, ସୂର୍ଯ୍ୟକାନ୍ତ ଜେନା, ପ୍ରଭାତ ପ୍ରତାପ ସିଂ, ଜୟନ୍ତ ଭୋଇ, ଲୁଲ୍ଲୁ ଅହମ୍ମଦ ପ୍ରମୁଖ ଭାଗ ନେଇଥିଲେ ।

Congress ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚାଲିଛି ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ

December 29, 2025

ବଢିଲା କଳାକାର ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଣିକି କଳାକାରମାନେ ମାସକୁ ପାଇବେ…

December 29, 2025

ଆଜି ଡିସେମ୍ବର 29 ତାରିଖ ସୋମବାରରେ ଏହି ପାଞ୍ଚଟି ରାଶି ପାଇଁ ଯାହା ଅଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ

December 29, 2025

ପିସିସି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ, ସଭାପତି ଭକ୍ତ ଦାସ କହିଲେ

December 28, 2025
Latest News

ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମ

December 29, 2025

India Economy 2027: ଭାରତ ଦୁଇ ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୀତି ଦେଶ ହେବ

December 29, 2025

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚାଲିଛି ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ

December 29, 2025

ବଢିଲା କଳାକାର ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଣିକି କଳାକାରମାନେ ମାସକୁ ପାଇବେ…

December 29, 2025

ଆଜି ଡିସେମ୍ବର 29 ତାରିଖ ସୋମବାରରେ ଏହି ପାଞ୍ଚଟି ରାଶି ପାଇଁ ଯାହା ଅଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.