
ଦୁର୍ଗାପୂଜା ଅବସରରେ ସମୀକ୍ଷା ଡଟ କମ ତରଫରୁ ସେଲଫି ପ୍ରତିଯୋଗୀତା କରାଯାଉଛି। ଆପଣ ଆପଣଙ୍କ ଅଞ୍ଚଳରେ ମା ଦୁର୍ଗାଙ୍କ ସହିତ ସେଲଫି ନିଅନ୍ତୁ ଆଉ ଆମ ହ୍ବାଟସପ ନମ୍ବରରେ ପଠାନ୍ତୁ। ସେଥିରେ ଆପଣଙ୍କ ନାମ ଓ ଅଞ୍ଚଳର ନାମ ଜିଲ୍ଲାର ନାମ ଲେଖି ପଠାନ୍ତୁ। ଶ୍ରେଷ୍ଠ ଫଟୋକୁ ଦିଆଯିବ ପୁରସ୍କାର
ହ୍ବାଟସଆପ ନମ୍ବର ହେଲା-6371698369
Tags: