
ସେ ଠିକ ଥିଲେ। ସେ ଜାଣିଥିଲେ ସେ ଠିକ ଥିଲେ। ଆମେ ସମସ୍ତେ ଜାଣୁ ସେ ଠିକ ଥିଲେ। ତାଙ୍କର ହତ୍ୟାକାରୀ ବି ଜାଣିଥିଲା ସେ ଠିକ ଥିଲେ। ହିଂସାର ଅତ୍ୟାଚାର ଯେତିକି ବଢିବ, ଗାନ୍ଧୀ ଠିକ ବୋଲି ସେତେ ଅଧିକ ପ୍ରମାଣିତ ହେବ। ସେ କହିଥିଲେ, ଅହିଂସା ମାଧ୍ୟମରେ ଶେଷ ଯାଏ ସଂଘର୍ଷ କରିବାକୁ ହେବ। ହିଂସା ର ପୃଥିବୀ ସବୁବେଳେ ରୋଗିଣା ଓ ପୀଡିତ। ଭାରତ! ତମେ ତମର ଗାନ୍ଧୀଙ୍କ ଲାଗି ଯୋଗ୍ୟ କରିବାର ସତସାହହ ଦେଖାଅ। (ପାର୍ଲ ଏସ ବକ- ନୋବେଲ ବିଜୟିନୀ ଲେଖିକା)
Tags: