ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୋୟୋଟା କଂପାନୀ ଦ୍ବାରା ତିଆରି କରାଯାଇଥିବା ହାଇଡୋଜେନ କାରରେ ବୁଲିଲେ। ବର୍ତ୍ତମାନେ ତୈଳ ଦର ବୃଦ୍ଧି ପାଉଥିବାରୁ ବିକଳ୍ପ ଇନ୍ଧନ ଯୁକ୍ତ କାରର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ। Toyota
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021