ଯାଜପୁର, ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମିଳିବା ପରେ ଯାଜପୁର ଟାଉନକୁ ସଟ୍ ଡାଉନ ଘୋଷଣା କରାଯାଇଛି। ସେଠାରେ ସ୍ଥିତି କିପରି ଅଛି ତାହାର ତଦାରଖ କରିବା ପାଇଁ ଜିଲ୍ଲା ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ।
Tags: ପୋଲିସଡିଜି, ଯାଜପୁର ଲକଡାଉନ