
ନୂଆଦିଲ୍ଲା, ପ୍ରଧାନମନ୍ତ୍ରୀଙ୍କ ଆହ୍ନାନ କ୍ରମେ ସାରା ଦେଶ 9 ମିନଟ ପାଇଁ ଦୀପ ଜାଳି କରୋନାକୁ ମୁକାବିଲା କରିବା ପାଇଁ ଶକ୍ତି ସଞ୍ଚୟ କରାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ସାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟନାଥ, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଦନ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ
Tags: 9ଟାରେ9ମିନିଟ, ରବିବାର9ଟାରେ9ମିନିଟ