
ହାଇଦ୍ରାବାଦ, କରୋନା ଭାଇରସ ପାଇଁ ବର୍ତ୍ତମାନ ସଚେତନତା ହେଉଛି ମୁଖ୍ୟ କଥା। ସେଥିପାଇଁ ଚାରିଆଡେ ସଚେତନତା ବାର୍ତ୍ତା ପହଁଚିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ପ୍ରଶାସନ କରୋନା ପ୍ରତିକୃତି ନିର୍ମାଣ କରି ରାସ୍ତା ଉପରେ ସ୍ଥାପନ କରିଛି। ଯାହାକୁ ଅମାନିଆ ଲୋକେ ଦେଖି ସଚେତନ ହେବେ ବୋଲି ପ୍ରଶାସନ ଆଶା ରଖିଛି।
Tags: CoronaStatue, କରୋନା ପ୍ରତିକୃତି