ନୂଆଦିଲ୍ଲୀ, ଲକଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ଶାସ୍ତ୍ରୀ ଭବନ ଏବେ ଖୋଲାଯାଇଛି। ତେବେ ଗାଡିଗୁଡିକ ସେ ଭିତରକୁ ଯିବା ପୂର୍ବରୁ ଚେକିଂ ସହିତ ସାନିଟାଇଜେସନ କରାଯାଉଛି।
Tags: ଶାସ୍ତ୍ରୀ ଭବନ