
ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଛି। ରାସ୍ତାଘାଟ ଗାଡିମୋଟର ସବୁ ବନ୍ଦ। ହେଲେ ବିହାରର ପାଟନା ଅଟୋରିକ୍ସା ଚାଳକମାନେ ବିଭିନ୍ନ ଦାବୀନେଇ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏମାନେ ସାଧାରଣ ବିକ୍ଷୋଭ କରୁ ନାହାଁନ୍ତି , ସରକାରଙ୍କ ଦୃଷ୍ଟି ଆକର୍ଷ କରିବା ପାଇଁ ସେମାନେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଏହି ବିକ୍ଷୋଭ କରୁଛନ୍ତି।