ଯାଜପୁର, କରୋନା ପାଇଁ ବର୍ତ୍ତମାନ ତିନୋଟି ଜିଲ୍ଲା ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରାଯାଇଛି। ସେହି ତିନୋଟି ଜିଲ୍ଲା ହେଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର। ସର୍ଟଡାଉନ ଘୋଷଣା ପରେ ଏହା ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳାର ଦୃଶ୍ୟ। JajpurShutdown
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021