ପୁରୀ, ପୁରୀରେ ରଥଯାତ୍ରା ପାଇଁ ବର୍ତ୍ତମାନ ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ବର୍ତ୍ତମାନ କରୋନା ଭାଇରସ ପରିସ୍ଥିତିରେ ରଥ ନିର୍ମାଣ ହେବ କି ନାହିଁ ସନ୍ଦେହ ରହିଥିଲା। ହେଲେ କେନ୍ଦ୍ର ଗୃହ ବିଭାଗର ଅନୁମତି ଏବଂ ହାଇକୋର୍ଟର ନିର୍ଦ୍ଦେଶ ପରେ ଏହି କାମ ଦ୍ରୁତ ଗତିରେ ଚାଲିଛି।