ପୁରୀ, ଗତବର୍ଷ ପରି ଚଳିତ ବର୍ଷ ରଥଯାତ୍ରାରେ ମଧ୍ୟ ଭଳିକି ଭଳି ଫୁଲମାଳାରେ ଝଟକି ଉଠିଥିଲା ଶ୍ରୀମନ୍ଦିର। ଜଣେ ଭକ୍ତଙ୍କ ବଦାନ୍ୟରେ କରାଯାଇଥିଲା ଏହି ଫୁଲର ମନ୍ଦିର।
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021