ପାଟନା, ଆଜି ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ସେହିପରି ବିହାରରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇଛି। ତେବେ କୌତୁହଳର କଥା ବିହାରର ରାସ୍ତା ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବଙ୍କ ବାସଭବନ ଚାରିପଟେ ଆଜି ବର୍ଷା ପାଣି ଜମି ଯାଇଛି।
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021