ବାରିପଦା, ନିଜର ଜନ୍ମ ଦିନରେ ବିଧାୟକ, ବିଜେଡି ସାଧାରଣ ସମ୍ପାଦକ ଏବଂ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବାରିପଦା ରଘୁନାଥପୁର ହରିହର ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ପ୍ରଣବ ପ୍ରକାଶ ଦାସ ବାରିପଦା ବାରିପଦା ହରିହର ମନ୍ଦିର
ଟ୍ରାଇ ପକ୍ଷରୁ ବାରିପଦା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନMay 27, 2025