
ନବରଂଗପୁର, ଛାତ୍ର/ଛାତ୍ରୀମାନେ ଆସନ୍ତା ମାସ ସେପ୍ଟେମ୍ବର ୧ଠାରୁ ୬ତାରିଖ ଓ ୧୩ ତାରିଖ ଗୁଡିକରେ ହେବାକୁଥିବା JEE,NEETପରୀକ୍ଷା ଦେବା ନିମନ୍ତେ ଜିଲ୍ଲାରୁ ବିଭିନ୍ନ ସହରକୁ ସମ୍ବଲପୁର, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଯାତାୟାତ ପାଇଁ ନିମ୍ନ ପ୍ରଦତ୍ତ ଯାନଗୁଡିକର ପ୍ରଶାସନ ତରଫରୁ ବ୍ୟବସ୍ଥା ଏବଂ ଶୁଭାରମ୍ଭ ।
Tags: ଜେଇଇ ନିଟ, ନବରଂଗପୁର ଜିଲ୍ଲାପାଳ