ଭୁବନେଶ୍ବର ବିମାନ ବନ୍ଦରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଭଗବାନ ବୁଦ୍ଧଙ୍କ ବାଲୁକା କଳା

Published: Sep 7, 2020, 11:02 pm IST

ଭୁବନେଶ୍ବର, ଅନ୍ତାର୍ଜାତୀୟ ବାଲୁକାଶିଳ୍ପୀଙ୍କ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳା ଭୁବନେଶ୍ବର ବିମାନ ବନ୍ଦରରେ ଶୋଭା ପାଉଛି। ଏଥିରେ ସୁଦର୍ଶନ ଭଗବାନ ବୁଦ୍ଧ ଶୟନ ଅବସ୍ଥାର ଏକ ସ୍ଥାପତ୍ୟ ବେଶ୍ ଆକର୍ଷଣୀୟ ଭାବେ ନିର୍ମାଣ କରିଛନ୍ତି।

Related posts