ମୁମ୍ବାଇ, ପ୍ରଥମଥର ପାଇଁ ଆଫଗାନୀସ୍ଥାର ଜଣେ ମହିଳା ଅଧିକାରୀ ଜାକିଆ ୱାର୍ଦ୍ଧକ ଭାରତରେ ଆଫଗାନୀସ୍ଥାନ କଲସୁଲ ଜେନେରାଲ ଭାବେ ନିଯୁକ୍ତ ପାଇଛନ୍ତି। ତାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରୀ ସ୍ବାଗତ କରୁଛନ୍ତି।