Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣ୍ଡର-୧୯ ବିଶ୍ୱକପ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଏହି ଖେଳାଳି ହେବେ ଅଧିନାୟକ
ଆଜିର ଖବର

ଅଣ୍ଡର-୧୯ ବିଶ୍ୱକପ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଏହି ଖେଳାଳି ହେବେ ଅଧିନାୟକ

December 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ-୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟାରେ ବିସିସିଆଇର ଅଲ ଇଣ୍ଡିଆ ଜୁନିଅର ଚୟନ କମିଟି ଏକ ୧୭ ଜଣିଆ ଦଳ ଘୋଷଣା କରିଛି। ଏଥର ଦଳର ନେତୃତ୍ଵ ଦିଲ୍ଲୀ ଖେଳାଳି ୟଶ ଧୁଲଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଏସ.କେ ରସିଦଙ୍କୁ ଉପ-ଅଧିନାୟକ କରାଯାଇଛି। ଜାନୁଆରୀ ୧୪ ତାରିଖରୁ ଫେବୃଆରୀ ୫ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଏହି ବିଶ୍ୱକପ୍ ଆୟୋଜିତ ହେବ। ଏହା ହେଉଛି ବିଶ୍ୱକପର ୧୪ତମ ସଂସ୍କରଣ, ଯେଉଁଥିରେ ୧୬ ଟି ଦଳ ଅଂଶଗ୍ରହଣ କରିବେ। ଏପର୍ଯ୍ୟନ୍ତ ଭାରତୀୟ ଦଳ ଚାରିଥର ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ଜିତିଛି ଏବଂ ଏଥର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ମଜବୁତ ପ୍ରତିଦ୍ଵନ୍ଦୀ।

ଅଣ୍ଡର-୧୯ ବିଶ୍ୱକପ ପାଇଁ ଭାରତୀୟ ଦଳ:

ୟଶ ଧୁଲ (ଅଧିନାୟକ), ଏସ.କେ ରସିଦ (ଉପ-ଅଧିନାୟକ), ହରନୁର ସିଂ, ଅଙ୍ଗକ୍ରିଶ ରଘୁବଂଶୀ, ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନିଶ୍ୱର ଗୌତମ, ଦୀନେଶ ବାନା, ଆରାଧ୍ୟା ଯାଦବ (ୱିକି), ରାଜ ଅଙ୍ଗଦ ବାୱ, ମାନବ ପାର୍କି, କୌଶଳ ତାମ୍ବେ, ଆର.ଏସ.ହେଙ୍ଗରଗେକର , ବସ ବାତ୍ସୋ, ବିକି ଓସ୍ତୱାଲ, ରବି କୁମାର, ଗର୍ଭ ସାଙ୍ଗୱାନ୍।

ଷ୍ଟାଣ୍ଡବାଇ ପ୍ଲେୟାର:

ରିଷିତ ରେଡ୍ଡୀ, ଉଦୟ ସହାରନ, ଅଂଶ ଗୋସାଇ, ଅମୃତ ରାଜ ଉପାଧ୍ୟାୟ, ପିଏମ ସିଂ ରାଠୋର।

ଅଣ୍ଡର-୧୯ ବିଶ୍ୱକପ ଅଧିନାୟକ ଟିମ୍ ଇଣ୍ଡିଆ ଭାରତୀୟ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026
Latest News

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.