Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆସନ୍ତାକାଲିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ, କେବେ ଏବଂ କେଉଁଠାରେ ହେବ ମ୍ୟାଚ୍
ଅନ୍ତରାଷ୍ଟ୍ରୀୟ

ଆସନ୍ତାକାଲିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ, କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

December 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଅଧିନାୟକ ବିରାଟଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଟେଷ୍ଟ ସିରିଜ ବିଜୟ ଉପରେ ଭାରତୀୟ ଦଳର ନଜର ରହିଛି। ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ଏଠାରେ ଟେଷ୍ଟ ସିରିଜ୍ ଜିତିବାରେ ସକ୍ଷମ ହୋଇନାହାଁନ୍ତି। କରୋନାର ଓମିକ୍ରନ୍ ଭାରିଆଣ୍ଟସ୍ ଭୟ ମଧ୍ୟରେ ଏହି ସିରିଜ୍ ଆରମ୍ଭ ହେଉଛି। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ ରହିଛି। ଏଭଳି ପରିସ୍ଥିତିରେ କ୍ରିକେଟ୍ ପ୍ରଶଂସକମାନେ ଏହି ସିରିଜ୍ ଅନଲାଇନରେ ଏବଂ କେବଳ ପ୍ରସାରଣ ଚ୍ୟାନେଲରେ ଦେଖିପାରିବେ। କେବେ ଏବଂ କେଉଁଠାରେ ମ୍ୟାଚ୍ ଦେଖିପାରିବି?

୧. ପ୍ରଥମ ଟେଷ୍ଟ ମ୍ୟାଚ୍ କେଉଁଠାରେ ଖେଳାଯିବ?:

ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସେଞ୍ଚୁରିଅନ୍ ସୁପରସ୍ପୋର୍ଟ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

୨. ମ୍ୟାଚ୍ କେଉଁ ସମୟ ଆରମ୍ଭ ହେବ?:

ଡିସେମ୍ବର ୨୬ ତାରିଖରେ ଅପରାହ୍ନ ୦୧.୩୦ ରେ ମ୍ୟାଚ୍ ଆରମ୍ଭ ହେବ।

୩. କେଉଁ ଚ୍ୟାନେଲରେ ମ୍ୟାଚ୍ ସିଧା ପ୍ରସାରଣ ହେବ?:

ଏହି ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ ହେବ। ଏହି ମ୍ୟାଚ୍ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଷ୍ଟାର୍ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ହେବ।

୪. ମ୍ୟାଚ୍ ଅନଲାଇନରେ ଦେଖାଯାଇପାରିବ କି?:

ଡିଜନି-ହଟଷ୍ଟାର ଆପରେ ଏହି ମ୍ୟାଚ୍ ଲାଇଭ୍ ଷ୍ଟ୍ରିମିଂ ହେବ। ଏଠାରେ ଲାଇଭ୍ ଦେଖିବାକୁ ହେଲେ ଆପ୍ ପାଇଁ ଏକ ସଦସ୍ୟତା ଆବଶ୍ୟକ ହେବ।

ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), କେ.ଏଲ୍ ରାହୁଲ, ପ୍ରିୟାଙ୍କ ପଞ୍ଚଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶ୍ରେୟାସ ଆୟର, ହନୁମା ବିହାରୀ, ଋଷଭ ପନ୍ତ (ୱି.କି), ରିଦ୍ଧିମାନ ସାହା (ୱି.କି), ଆର ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା , ମହମ୍ମଦ ଶାମି, ଉମେଶ ଯାଦବ, ଜସପ୍ରୀତ ବୁମ୍ରା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ

ଦକ୍ଷିଣ ଆଫ୍ରିକା ଦଳ: ଡିନ୍ ଏଲଗାର (ଅଧିନାୟକ), ଟେମ୍ବା ବାଭୁମା, କ୍ୱିଣ୍ଟନ୍ ଡି କକ୍ (ୱି.କି), କାଗିସୋ ରାବାଡା, ସାରେଲ୍ ଇରଭି, ବେରୁନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ନିଗିଡି, ଏଡେନ ମାର୍କ୍ରାମ, ଭିଆନ ମୁଲଡର, ଏନ୍ରିକ୍ ନାର୍ଖିଆ, କିଗାନ ପିଟରସେନ, ରାସି ଭାନ୍ ଡେର୍ ଡୁସେନ୍, କାଇଲ୍ ବେରେନେ, ମାର୍କୋ ଜେନ୍ସେନ୍, ଗ୍ଲେଣ୍ଟନ୍ ଷ୍ଟୁରମ୍ୟାନ୍, ପ୍ରେନେଲନ୍ ସୁବ୍ରେୟନ୍, ସିସଣ୍ଡା ମାଗାଲା, ରିଆନ୍ ରିକେଲଟନ୍, ଡୁଏନ୍ ଓଲିଭର

ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Latest News

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.