Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍ ପାଇଁ ଜାରି ହେଲା କାର୍ଯ୍ୟସୂଚୀ, ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଟକ୍କର ଦେବ ଏହି ଦଳ
ଆଜିର ଖବର

ଆଇପିଏଲ୍ ପାଇଁ ଜାରି ହେଲା କାର୍ଯ୍ୟସୂଚୀ, ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଟକ୍କର ଦେବ ଏହି ଦଳ

March 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇପିଏଲ
୨୦୨୬ ଆଇପିଏଲ ରୁ ବାଦ ପଡିଲେ ୭ ଖେଳାଳି: ଜାଣନ୍ତୁ କିଏ?

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୨ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ସଂସ୍କରଣର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଏହି ସଂସ୍କରଣର ମ୍ୟାଚ୍ ପାଇଁ ସମୟ ଦୁଇଥର ଧାର୍ଯ୍ୟ କରାଯାଇଛି। ଦିନର ପ୍ରଥମ ମ୍ୟାଚ୍ ଅପରାହ୍ନ ୩.୩୦ଏବଂ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ ର ମ୍ୟାଚ୍ ର ସମୟ ଏବଂ ତାରିଖ ସ୍ଥିର ହୋଇଛି। ଆଇପିଏଲ୍ ଟ୍ୱିଟରରେ ଏହି ସଂସ୍କରଣର କାର୍ଯ୍ୟସୂଚୀ ସେୟାର କରିଛି। ସିଜନର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୬ ତାରିଖରେ ସିଏସକେ ଏବଂ କେକେଆର ମଧ୍ୟରେ ଖେଳାଯିବ। ଅନ୍ୟପକ୍ଷରେ, ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।

ଆଇପିଏଲ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ କାର୍ଯ୍ୟସୂଚୀ କୋଲକାତା ନାଇଟ୍ ରାଇଡର୍ସ ଚେନ୍ନାଇ ସୁପର କିଙ୍ଗ୍ସ ଟକ୍କର ଦେବ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌-ୟୁଜି ଲିକ୍‌ ମାମଲାରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍, ୨୫ରୁ ଦୈନିକ ଶୁଣାଣି

November 22, 2026

ଇଫି ମଞ୍ଚରେ ଭାରତୀୟ ସିନେମାର ବିବିଧ ଐତିହ୍ୟକୁ ନେଇ ଦୁଇଟି ପୁସ୍ତକ ଉନ୍ମୋଚନ

November 22, 2026

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026

୩.୮୩ କୋଟିର ସୁନା ବିସ୍କୁଟ ଜବତ, ଦୁଇ ଜଣ ଗିରଫ

November 22, 2026
Latest News

ନିଟ୍‌-ୟୁଜି ଲିକ୍‌ ମାମଲାରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍, ୨୫ରୁ ଦୈନିକ ଶୁଣାଣି

November 22, 2026

ଇଫି ମଞ୍ଚରେ ଭାରତୀୟ ସିନେମାର ବିବିଧ ଐତିହ୍ୟକୁ ନେଇ ଦୁଇଟି ପୁସ୍ତକ ଉନ୍ମୋଚନ

November 22, 2026

କମ୍ପାନୀ ପୁନର୍ଗଠନ ଓ ମିଶ୍ରଣରେ ଷ୍ଟାମ୍ପ ଡ୍ୟୁଟି ରିହାତି, ଏମ୍‌ଏସ୍‌ଏମ୍‌ଇଙ୍କୁ ଶତପ୍ରତିଶତ ଛାଡ଼

November 22, 2026

ଷ୍ଟ୍ରିଟ୍‌ ଲାଇଟ୍‌ ପାଣ୍ଠି ହେରଫେର ମାମଲାରେ ୩ ଗିରଫ

November 22, 2026

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.